www.samajalive.in
Sunday, December 14, 2025
23.1 C
Bhubaneswar

ବନାନୀ ପକ୍ଷରୁ ନାଟକ ‘ଅଭିନେତ୍ରୀ’ ମଞ୍ଚସ୍ଥ ନିମନ୍ତେ ପ୍ରସ୍ତୁତି 

ଫୁଲବାଣୀ:  କନ୍ଧମାଳ ଜିଲ୍ଲାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ୨୧ ତମ ନାଟକ “ଅଭିନେତ୍ରୀ” ଆସନ୍ତା ନଭେମ୍ବର ଶେଷ ସପ୍ତାହରେ ଫୁଲବାଣୀର ସଭାଘର ଠାରେ ଦୁଇଦିନ ବ୍ୟାପି ମଞ୍ଚସ୍ଥ ହେବ। ଏଥିପାଇଁ ବୁଧବାର ବନାନୀ ଠାରେ ଅବସର ପ୍ରାପ୍ତ କମାଣ୍ଡାଣ୍ଟ ତଥା ବରିଷ୍ଠ କଳାକାର ନବୀନ କିଶୋର ପଣ୍ଡା, ସାଧାରଣ ସମ୍ପାଦକ ସୁନୀଲ ପଟନାୟକଙ୍କ ଦ୍ୱାରା ନାଟକ ବହି ପୂଜା ଅନୁଷ୍ଠିତ ହୋଇଥିଲା।
ଲେଖକ ଲିଙ୍ଗରାଜ ନାହାକଙ୍କ ଦ୍ୱାରା ଲିଖିତ “ଅଭିନେତ୍ରୀ” ଏକ ସାମାଜିକ ନାଟକ। ଅନ୍ୟ ମାନଙ୍କ ମଧ୍ୟରେ ବନାନୀ କଳା ସଙ୍ଗମର ସଭାପତି ଡ଼ଃ. ଅରୂପ ଜେନା, ସାଧାରଣ ସମ୍ପାଦକ ସୁନୀଲ ପଟନାୟକ, ସଂଗଠନ ସମ୍ପାଦକ ଅଶୋକ ପରିଡା ପ୍ରମୁଖ ଯୋଗ ଦେଇ ନାଟକର ସଫଳତା କାମନା କରିଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories