www.samajalive.in
Saturday, December 6, 2025
16.1 C
Bhubaneswar

ମାଛକୁ ନେଇ ବିଭତ୍ସ ହତ୍ୟାକାଣ୍ଡ, ଅଭିଯୁକ୍ତ ଫେରାର୍

ଭୁବନେଶ୍ଵର: ମାଛକୁ ନେଇ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ରାଜଧାନୀ ଡମଣା ଛକରେ ଥିବା ଏକ ହୋଟେଲରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରୋଷେୟାଙ୍କୁ ହତ୍ୟା କରିଛି ଅନ୍ୟ ଏକ ହୋଟେଲର କର୍ମଚାରୀ ହତ୍ୟା କରିଛି। ମାଛ ତରକାରୀ ମାଗିଥିବାରୁ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି। ମୃତକ ଗଞ୍ଜାମ ସୋରଡାର ପିତାମ୍ବର ଜେନା ବୋଲି ଜଣାପଡିଛି। ମଙ୍ଗଳବାର ବିଳମ୍ବିତ ରାତିରେ  ଅଭିଯୁକ୍ତ ଜଣକ ପିତାମ୍ବରଙ୍କୁ ଏକ ପନିକିରେ ହାଣି ହତ୍ୟା କରିଛି। ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତ ଜଣକ ମୃତଦେହ ଲୁଚାଇବାବେଳେ ଅନ୍ୟ କର୍ମଚାରୀମାନେ ଦେଖିଥିଲେ। ଏବଂ ଚନ୍ଦ୍ରଶେଖରପୁର ଥାନା ପୁଲିସକୁ ଖବର ଦେଇଥିଲେ।  ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି। ସେପଟେ ଘଟଣା ଘଟିବା ପରେ ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories