www.samajalive.in
Tuesday, December 9, 2025
16.1 C
Bhubaneswar

ଶୋ’ରୁମରୁ ବାହାରି ବିଲରେ ଓଲଟିଲା ନୂଆ କାର୍, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଛତିଶଗଡର ଜାଞ୍ଜଗିର-ଚାମ୍ପା ଜିଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ନୂଆ କାର୍ କିଣିବା ପାଇଁ ଶୋରୁମରେ ପହଞ୍ଚିଥିଲେ । କାର୍ କିଣି ସେ ଶୋରୁମରୁ ଗାଡି ବାହାର କରିବା ସମୟରେ ଗାଡି ନିୟନ୍ତ୍ରଣ ହରାଇ ଦେଉଛି ଏବଂ ଦୁର୍ଘଟଣା ଘଟୁଛି ।

- Advertisement -

ସୂଚନା ଅନୁସାରେ ଗାଡି ମାଲିକ ପୂଜା-ପାଠ କରି କାରରେ ସବାର ହେଉଛନ୍ତି । କାର ଷ୍ଟାର୍ଟ କରିବା ପରେ ସମ୍ଭାଳିନପାରିବାରୁ କାର୍ ଗେଟ୍ ପାର ହୋଇ ୪ ବାଇକ ଉପରେ ଚଢିଯାଉଛି । ଶେଷରେ ଗାଡି ଏକ ବିଲରେ ଓଲଟିପଡୁଛି । ଏହି ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ଏବଂ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories