www.samajalive.in
Sunday, December 14, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ନବରାତ୍ର ଅବସରରେ ଉତ୍ସବମୁଖର ଶକ୍ତିପୀଠ: ସ୍ଵତନ୍ତ୍ର ନୀତିକାନ୍ତି ସହ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମାଆ, ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ପୀଠ..

‘ସୁଭଦ୍ରା’ ଯୋଜନା, ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା, ଆଜି ୧ ଟଙ୍କା ଆସିବାର ଅଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା..

- Advertisement -

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ ଭାରତ ଗସ୍ତରେ ଆସିଥିବା ମାଲଦ୍ଵୀପ ରାଷ୍ଟ୍ରପତି ମୁଇଜୁ : ଆର୍ଥିକ ସଙ୍କଟରୁ ମୁକୁଳିବାକୁ ମୋଦୀଙ୍କ ଆଗରେ ରଖିପାରନ୍ତି ପ୍ରସ୍ତାବ..

‘ସୁଭଦ୍ରା’ ଯୋଜନା ପାଇଁ ବଡ ଖବର; ଆଜି ଆସିବ ୧ଟଙ୍କା, ଏମାନଙ୍କୁ ୯ ତାରିଖରେ ମିଳିବ ‘ସୁଭଦ୍ରା’ ଟଙ୍କା..

ମାଓ ମୁକାବିଲା ନେଇ ଦିଲ୍ଲୀରେ ବୈଠକ
ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଚାଲିଥିବା ବୈଠକରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ..

ହୀରାକୁଦ ଡ୍ୟାମ୍ ପ୍ରକଳ୍ପ କେନାଲ ପଦ୍ଧତି ନବୀକରଣ ନିଷ୍ପତ୍ତି: କେନାଲ ସିପେଜ୍ ହେତୁ ଅନୁପଯୁକ୍ତ ଜଳମଗ୍ନ ଜମିକୁ ପୁନରୁଦ୍ଧାର ଲକ୍ଷ୍ୟ, ଆସନ୍ତା ୪ ବର୍ଷରେ ନବୀକରଣ ପାଇଁ ଖର୍ଚ୍ଚ ହେବ ୮୫୫ କୋଟି , ଜଳସମ୍ପଦ ବିଭାଗ ପକ୍ଷରୁ ଜାରି ହେଲା ସଂକଳ୍ପ ପତ୍ର..

ବ୍ରହ୍ମପୁରରେ ବସ୍‌‌ ଧର୍ମଘଟ ଡାକରା ପ୍ରତ୍ୟାହୃତ
ପରିବହନ ମନ୍ତ୍ରୀଙ୍କ ସହ ବୈଠକ ପରେ ଧର୍ମଘଟରୁ ଓହରିଲା ଘରୋଇ ବସ ମାଲିକ ସଂଘ..

ଏଥର ମହାଅଷ୍ଟମୀରେ ଦୁର୍ଲ୍ଲଭ ସଂଯୋଗ;  ମା’ଦୁର୍ଗାଙ୍କ କୃପାରୁ ଏହି ରାଶି ହେବେ ଭାଗ୍ୟଶାଳୀ..

ଚାକିରି ବଦଳରେ ଜମି ଦୁର୍ନୀତି ମାମଲା: ଲାଲୁ ପରିବାରକୁ ବଡ଼ ଆଶ୍ବସ୍ତି, ଲାଲୁ ଯାଦବ, ତାଙ୍କ ପୁଅ ତେଜସ୍ୱୀ ଯାଦବ ଏବଂ ତେଜପ୍ରତାପ ଯାଦବଙ୍କୁ ମିଳିଲା ଜାମିନ..

ଇସ୍ରାଏଲ-ହମାସ୍ ଯୁଦ୍ଧକୁ ବର୍ଷେ, ଗତ ବର୍ଷ ଆଜିର ଦିନରେ ଇସ୍ରାଏଲ ଉପରେ ଆକ୍ରମଣ କରି ନରସଂହାର ରଚିଥିଲେ ହମାସ୍ ଆତଙ୍କୀ, ଜବାବରେ ହମାସ୍ ଆଡ୍ଡା ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ..

ରାଜଧାନୀ ଭୁବନେଶ୍ଵରରେ ଅଘଟଣ: ସାମାନ୍ୟ ବଚସାରୁ କାର୍ ଏବଂ ଅଟୋ ଜାଳିଦେଲେ ଦୁର୍ବୁତ୍ତ..

ଫଳ ବୋଝେଇ ଟ୍ରକ୍‌ରୁ ମିଳିଲା ୮୦୮ କିଲୋରୁ ଅଧିକ ଗଞ୍ଜେଇ : ଭୁବନେଶ୍ୱର ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାନ୍ତ କ୍ରିଷ୍ଣାଭରମରୁ ଧରିଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ, ୩ ଗିରଫ..

ପାକିସ୍ତାନର କରାଚୀ ବିମାନବନ୍ଦର ନିକଟରେ ବଡ଼ ଧରଣର ବିସ୍ଫୋରଣ, ୨ ଚୀନ ନାଗରିକଙ୍କ ମୃତ୍ୟୁ, ବାଲୋଚ ଲିବରେସନ ଆର୍ମି(ବିଏଲଏ) ଦ୍ଵାରା ଆତଙ୍କବାଦୀ ଆକ୍ରମଣ ହୋଇଥିବା ସୂଚନା..

ହ୍ୱାଟ୍ସଆପ୍‌ ଆଣିଛି ୨ଟି ଜବରଦସ୍ତ ନୂଆ ଫିଚର୍‌; ଏଣିକି ଭିଡିଓ କଲିଙ୍ଗ୍‌ର ମଜା ଦ୍ୱିଗୁଣିତ ସହ ମିଳିବ ଏସବୁ ସୁବିଧା..

ଚେନ୍ନାଇ ଏୟାରଶୋ’ରେ ଅଘଟଣ: ୫ ମୃତ, ୧୦୦ରୁ ଅଧିକ ଅସୁସ୍ଥ, ଗୁଳୁଗୁଳି ଗରମରେ ଜଳୀୟଅଂଶ ହ୍ରାସ ପାଇବାରୁ ଦର୍ଶକଙ୍କ ମୃତ୍ୟୁ ସୂଚନା..

ସୁନ୍ଦରଗଡ଼: ସଦର ଥାନା ରତନପୁର ଗାଁ ରାସ୍ତା ଉପରେ ଯୁବକଙ୍କୁ ହାଣିଲେ ଦୁଇ ଭାଇ
ସାମାନ୍ୟ ବଚସାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ହତ୍ୟାକାଣ୍ଡ..

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories