www.samajalive.in
Friday, December 5, 2025
20.1 C
Bhubaneswar

ଦେଖନ୍ତୁ ଭିଡିଓ; କେମିତି ୪ ଫୁଟ୍‌ ଅଜଗର, ୭ ଫୁଟ୍‌ ନାଗସାପକୁ ଧୂଳି ଚଟାଇଲା..

ନୂଆଦିଲ୍ଲୀ : ଜଙ୍ଗଲରେ ଜୀବଜନ୍ତୁ ଶିକାର କରି ଥାଆନ୍ତି । ଅଧିକାଂଶ ସମୟରେ ଏହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ୍‌ ହୋଇଥାଏ । ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ମାତ୍ର କିଛି ସମୟରେ ଶିକାର ଓ ଜୀବଜନ୍ତୁଙ୍କ ମଧ୍ୟରେ ଲଢେଇ ଖୁବ୍‌ ଭୟଙ୍କର ହୋଇଥାଏ । ନିକଟରେ ଏଭଳି ହିଁ ଭୟଭୀତ କରୁଥିବା ଏକ ଭିଡିଓ ଶେୟାର କରାଯାଇଛି । ଏହି ଭିଡିଓରେ ୨ଟି ସାପ ପରସ୍ପର ମଧ୍ୟରେ ଲଢେଇ କରୁଥିବା ଦେଖାଯାଉଛି । ଭିଡିଓରେ ଦେଖିପାରିବେ ନାଗ ଓ ଅଜଗର ସାପ ପରସ୍ପର ସହ ଲଢେଇ କରୁଛନ୍ତି । ଅଜଗର ସାପ ନାଗ ସାପକୁ କାବୁ କରିଥିବା ଦେଖିପାରିବେ।

ହ୍ୱାଟ୍ସଆପ୍‌ ଆଣିଛି ୨ଟି ଜବରଦସ୍ତ ନୂଆ ଫିଚର୍‌; ଏଣିକି ଭିଡିଓ କଲିଙ୍ଗ୍‌ର ମଜା ଦ୍ୱିଗୁଣିତ ସହ ମିଳିବ ଏସବୁ ସୁବିଧା..

- Advertisement -

ଏଥର ମହାଅଷ୍ଟମୀରେ ଦୁର୍ଲ୍ଲଭ ସଂଯୋଗ;  ମା’ଦୁର୍ଗାଙ୍କ କୃପାରୁ ଏହି ରାଶି ହେବେ ଭାଗ୍ୟଶାଳୀ..

ନାଗ ସାପ ଜିଭ ବାହାର କରି ଶବ୍ଦ କରୁଛି । ଅଜଗର କବଳରୁ ବାହାରି ଯେପରି ତାକୁ ଦଶଂନ କରି ପାରିବ । ମାତ୍ର ଅଜଗର ମଧ୍ୟ ନାଗସାପକୁ ହରାଇବାକୁ ଲାଗି ପଡିଛି। ବିଶାଳ ଅଜଗର ସାପର ନାଗ ସାପ ସହ ଏହି ଲଢେଇକୁ ଲୋକେ ବାରମ୍ବାର ଦେଖୁଛନ୍ତି।୯ ସେକେଣ୍ଡର ଏହି ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି ।

‘ସୁଭଦ୍ରା’ ଯୋଜନା ପାଇଁ ବଡ ଖବର; ଆଜି ଆସିବ ୧ଟଙ୍କା, ଏମାନଙ୍କୁ ୯ ତାରିଖରେ ମିଳିବ ‘ସୁଭଦ୍ରା’ ଟଙ୍କା..

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories