ହ୍ୱାଟ୍ସଆପ୍‌ ଆଣିଛି ୨ଟି ଜବରଦସ୍ତ ନୂଆ ଫିଚର୍‌; ଏଣିକି ଭିଡିଓ କଲିଙ୍ଗ୍‌ର ମଜା ଦ୍ୱିଗୁଣିତ ସହ ମିଳିବ ଏସବୁ ସୁବିଧା..

ନୂଆଦିଲ୍ଲୀ : ହ୍ୱାଟ୍ସଆପ୍‌ ଆଣିଛି ଆଉ ୨ଟି ନୂଆ ଫିଚର୍‌ । ଏହି ୨ ଆକର୍ଷଣୀୟ ଫିଚର୍‌ ହ୍ୱାଟ୍ସଆପ୍‌ ଭିଡିଓ କଲିଙ୍ଗ୍‌ ପାଇଁ । ଏହାଦ୍ୱାରା ଆଗାମୀ ଦିନରେ ହ୍ୱାଟ୍ସଆପ୍‌ରୁ ଭିଡିଓ କଲିଙ୍ଗ୍‌ର ମଜା ଦ୍ୱିଗୁଣିତ ହୋଇଯିବ । ଏହି ଫିଚର୍‌ରେ ଭିଡିଓ କଲିଙ୍ଗ୍‌ର ଅନୁଭବକୁ ଭିନ୍ନ ଅନୁଭୂତି ପ୍ରଦାନ କରିବ । ହ୍ୱାଟ୍ସଆପ୍‌ ଭିଡିଓ କଲିଙ୍ଗ୍‌ ଫିଚର୍‌ରେ ଆପଣଙ୍କୁ ଫିଲ୍ଟର ଓ ବ୍ୟାକ୍‌ଗ୍ରାଉଣ୍ଡ ବଦଳାଇବାକୁ ବିକଳ୍ପ ମିଳିବ । ଉପଭୋକ୍ତା ନିଜର ଗୋପନୀୟତା ଓ ଭିଡିଓ … Continue reading ହ୍ୱାଟ୍ସଆପ୍‌ ଆଣିଛି ୨ଟି ଜବରଦସ୍ତ ନୂଆ ଫିଚର୍‌; ଏଣିକି ଭିଡିଓ କଲିଙ୍ଗ୍‌ର ମଜା ଦ୍ୱିଗୁଣିତ ସହ ମିଳିବ ଏସବୁ ସୁବିଧା..