‘ସୁଭଦ୍ରା’ ଯୋଜନା ପାଇଁ ବଡ ଖବର; ଆଜି ଆସିବ ୧ଟଙ୍କା, ଏମାନଙ୍କୁ ୯ ତାରିଖରେ ମିଳିବ ‘ସୁଭଦ୍ରା’ ଟଙ୍କା..

ଭୁବନେଶ୍ୱର : ‘ସୁଭଦ୍ରା’ ଯୋଜନାକୁ ନେଇ ଆସିଲା ବଡ ଖବର । ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ର ସୋମବାର ଅକ୍ଟୋବର ୭ରେ ଆସିବ ୧ ଟଙ୍କା । ଆଜି ୧ ଟଙ୍କା ଆସିବାର ଅଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି । ଆସନ୍ତା ୯ ତାରିଖରେ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ ‘ସୁଭଦ୍ରା’ ଟଙ୍କା । ଆଜି ସୁଦ୍ଧା ପ୍ରାୟ ୧ କୋଟି ମହିଳାଙ୍କ ଆବେଦନ ପୂରଣ ହେବ । ଏହାସହ ୩୨ ଲକ୍ଷ ଏମ୍‌ପିସିଆଇ … Continue reading ‘ସୁଭଦ୍ରା’ ଯୋଜନା ପାଇଁ ବଡ ଖବର; ଆଜି ଆସିବ ୧ଟଙ୍କା, ଏମାନଙ୍କୁ ୯ ତାରିଖରେ ମିଳିବ ‘ସୁଭଦ୍ରା’ ଟଙ୍କା..