www.samajalive.in
Monday, December 15, 2025
15.1 C
Bhubaneswar

ହେଜବୋଲ୍ଲା କ୍ଷେପଣାସ୍ତ୍ର ପ୍ରକଳ୍ପ ମୁଖ୍ୟ ଅନୀସି ନିହତ

ସମାଜ ଡିଜିଟାଲ ଡେସ୍କ: ଲେବାନନରେ ଆତଙ୍କବାଦୀ ସଂଗଠନ ହେଜବୋଲ୍ଲା ବିରୋଧରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ହେଜବୋଲ୍ଲାର କ୍ଷେପଣାସ୍ତ୍ର ଉତ୍ପାଦନ ୟୁନିଟ ମୁଖ୍ୟ ବିଶେଷଜ୍ଞ ମହମ୍ମୁଦ ୟୁସୁଫ ଅନୀସିଙ୍କୁ ନିପାତ କରିଥିବା ଜଣାପଡ଼ିଛି। ଇସ୍ରାଏଲ ସେନା ଗୁଇନ୍ଦା ସୂଚନା ଆଧାରରେ ବେରୁତରେ ଅପରେସନ ଚଳାଇଥିଲେ, ଯେଉଁଥିରେ ଅନିସୀ ନିହତ ହୋଇଛି। ମେକାନିକାଲ ଇଞ୍ଜିନିୟରିଂ କ୍ଷେତ୍ରରେ ଅନୀସିର ବ୍ୟାପକ ଅଭିଜ୍ଞତା ରହିଥିଲା। ହେଜବୋଲ୍ଲାର ଅସ୍ତ୍ରଶସ୍ତ୍ର ଉତ୍ପାଦନ କ୍ଷେତ୍ରରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥିଲା। ଇସ୍ରାଏଲ ସେନା ସୂଚନା ଅନୁସାରେ, ଅନୀସି ୧୫ ବର୍ଷରୁ ଅଧିକ ସମୟ ଧରି ହେଜବୋଲ୍ଲା ପାଇଁ ଅସ୍ତ୍ରଶସ୍ତ୍ର ବିକାଶ ଦିଗରେ ସକ୍ରିୟ ରୂପେ କାର୍ଯ୍ୟ କରିଆସୁଥିଲା। ଆତଙ୍କବାଦୀ କାର୍ଯ୍ୟକାଳାପକୁ ଅନ୍ତିମ ରୂପ ଦେବା ଲାଗି ଦରକାର ପଡ଼ୁଥିବା ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories