www.samajalive.in
Saturday, December 13, 2025
23.1 C
Bhubaneswar

ମଙ୍ଗଳବାର ରାଶିଫଳ

ମେଷ: ବିଦେଶ ଭ୍ରମଣ ଯୋଗ ଅଛି। ସୁଖ-ସମ୍ମାନ ଲାଭ କରିପାରନ୍ତି। ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହେବେ। ମିଷ୍ଟାନ୍ନ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ।
ବୃଷ: ଖର୍ଚ୍ଚର ପରିମାଣ ବୃଦ୍ଧି ପାଉଥିବାରୁ ଆର୍ଥିକ କଷ୍ଟ ଅନୁଭବ କରିପାରନ୍ତି। ବିବାଦୀୟ ବିତର୍କରେ ଭାଗ ନନେଇ ଚୁପ୍‍ ରହିବା ସବୁଠାରୁ ଭଲ ହେବ। ଧର୍ମାସକ୍ତ ହେବେ। ମତିମାନ ଓ ସୁଖ ଭୋଗୀ ହେବେ।
ମିଥୁନ: ମନବାଞ୍ଛା ପୂରଣ ହେବ। ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ସୁ-ସମ୍ବାଦ ପାଇ ଆହ୍ଲାଦିତ ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‍କର୍ମରେ ନିୟୋଜିତ ହେବ। ଅର୍ଥ ପ୍ରାପ୍ତି ହେବ। ସ୍ୱାଧୀନତେଚା ହେବେ।
କର୍କଟ: ଚାକିରି କ୍ଷେତ୍ରରେ ବହୁ ଉନ୍ନତି ହେବ। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଶୁଭକାର୍ୟ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ବିବାଦୀୟ କ୍ଷେତ୍ରରେ ବିଜୟ ସୁନିଶ୍ଚିତ।
ସିଂହ: ପରିବେଶର ଉନ୍ନତି ଘଟିବ। ସେବା-ପୂଜାରେ ନିଜକୁ ନିୟୋଜିତ କରିପାରନ୍ତି। ସଫଳତା ଲାଭ କରିବେ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‍ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ।
କନ୍ୟା: ଅନ୍ୟର ଅଧୀନରେ କାର୍ୟ୍ୟ କରିପାରନ୍ତି। ଶାରୀରିକ ପୀଡ଼ା ଅନୁଭବ କରିବେ। ଅର୍ଥ ଟାଣ-ଟୁଣ ରହିବ। ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ। ବ୍ୟବସାୟ ଲାଭଜନକ ହେବ। ସୁଖୀ ହେବେ। ସରକାରୀ ସ୍ତରରୁ ସମ୍ମାନ ମିଳିବ। ଅଶାନ୍ତିଦୂର ହେବ।
ତୁଳା: ଶତ୍ରୁର ସମ୍ମୁଖୀନ ହୋଇପାରନ୍ତି। ବନ୍ଧୁ ମିଳନ ଆନନ୍ଦଦାୟକ ହେବ। ସୁଖକର ଘଟଣାମାନ ଘଟିପାରେ। କର୍ମରେ ସଫଳତା ମିଳିବ। ଶୁଭକାର୍ୟ୍ୟ ପାଇଁ ସମୟ ଅନୁକୂଳ ରହିଛି। ଆନନ୍ଦ ଉପଭୋଗ କରିବେ। ରୁଚିକର ଭୋଜନ ମିଳିବ।
ବିଛା: ମନ ଅସ୍ଥିର ରହିପାରେ। ଶତ୍ରୁଭୟ ରହିଛି। ଶତ୍ରୁ ସହିତ ଉଚିତ୍‍ ମୁକାବିଲା କରି ତାକୁ ପରାଜିତ କରିପାରନ୍ତି। ମାନସିକ ଶାନ୍ତି ଫେରି ପାଇବେ। ଶୁଭ ଖବର ପାଇ ପ୍ରଫୁଲ୍ଲିତ ହେବେ। ଶୁଭକାର୍ୟ୍ୟ କରଣୀୟ। ଋଣ ପରିଶୋଧ କରିପାରନ୍ତି।
ଧନୁ: ନିଜ ମନକୁ ନିଜେ ଶାନ୍ତ୍ୱନା ଦେବେ। କିଛି ସମୟ ପାଇଁ ନିରବ ରହିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ଖବର ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପଢ଼ା ପଢ଼ିରେ ମନୋନିବେଶ କରିବେ। ଦିନଟି ମଧ୍ୟମ ଧରଣର।
ମକର: ବୃଥା ଭ୍ରମଣ କରିବା ଅନୁଚିତ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ବହୁ ପରିଶ୍ରମର ସମ୍ମୁଖୀନ ହେବେ; ମାତ୍ର ତା’ର ମୂଲ୍ୟ ମିଳିବ। କୃଷିକ୍ଷେତ୍ରରୁ ଲାଭ ମିଳିବ। ଯାନ-ବାହନ ସୁଖ ମିଳିବ। ଉତ୍ତମ ଗୃହରେ ରହିବେ।
କୁମ୍ଭ: ଦକ୍ଷତାର ଉପଯୋଗ କରିବେ। ସଙ୍ଗଠନକୁ ମଜଭୁତ କରିବାରେ ଲାଗି ପଡ଼ିବେ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭ କାର୍ୟ୍ୟ ପାଇଁ ସମୟ ଅନୁକୂଳ ବାତାବରଣ ସୃଷ୍ଟି କରିଛି। ଦିଅଁ ଦର୍ଶନର ସୁଯୋଗ ଅଛି। ସରକାରୀ ଲାଭ ମିଳିବ।
ମୀନ: ଅର୍ଥାଭାବ ଏଡ଼ାଇ ପାରନ୍ତି। ଆଳସ୍ୟ ପରାୟଣତାକୁ ପରିତ୍ୟାଗ କରିବେ। ବିଭିନ୍ନ ଦିଗରୁ ଧନାଗମ ହେବ। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। ଚଞ୍ଚଳମନା ହେବେ। ଦୃଷ୍ଟଚିତ୍ତ ହୋଇପାରନ୍ତି। ଅତିସୁଖୀ ହେବେ। କୀର୍ତ୍ତିମାନ୍‍ ଓ ସହିଷ୍ଣ ହୋଇପାରନ୍ତି।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories