ଅପରାହ୍ଣ ୪ଟା ମୁଖ୍ୟ ଖବର
ପୁରୀ ଶ୍ରୀମନ୍ଦିର ଅବଢାର ମାନ ଯାଞ୍ଚ ହେବ -ଆଇନମନ୍ତ୍ରୀ..
‘ସୁଭଦ୍ରା’ ସହାୟତା କିସ୍ତି ଅପେକ୍ଷାରେ ଥିବା ମହିଳାଙ୍କ ପାଇଁ ବଡ ଖବର, କେଉଁ ଦିନ ସୁଭଦ୍ରା ସହାୟତା ମିଳିବ ଆଜି ଆସିପାରେ ତାରିଖ..
ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା
ଭୁବନେଶ୍ବର ଓ କଟକରେ ସକାଳୁ ଲଗାଣ ବର୍ଷା..
ଭଦ୍ରକ, ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ଅନୁଗୁଳ, ନୟାଗଡ, ଢେଙ୍କାନାଳ, ମୟୁରଭଞ୍ଜ, ଗଞ୍ଜାମକୁ ୟେଲୋ ଓ୍ବାର୍ଣ୍ଣିଂ..
‘ସୁଭଦ୍ରା’ ପାଇଁ ବଡ ଖବର ; କେବେ ମିଳିବ ଟଙ୍କା, ଆଜି ତାରିଖ କହିବେ ଉପମୁଖ୍ୟମନ୍ତ୍ରୀ!
ଅକ୍ଟୋବର ମାସରୁ ମିଳିବ ରାସନ କାର୍ଡ ହିତାଧିକାରୀଙ୍କୁ ଗହମ
ଓଡ଼ିଶା ସମେତ ୯ ରାଜ୍ୟର ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ..
ଗହମ ଦେବାପାଇଁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
ମୋହନ ମାଝୀ ସରକାରଙ୍କ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ମିଳିତ ସମ୍ମିଳନୀ..
ମାତ୍ର ୧୪ ଦିନ ପରେ ଏହି ରାଶି ହେବେ ଭାଗ୍ୟଶାଳୀ: ବୁଧ ଚଳନ ପରେ ଚମକିବ ଭାଗ୍ୟ, ମିଳିବ ଧନ,ବ୍ୟବସାୟରେ ଉନ୍ନତି..
ଜିଲ୍ଲାପାଳଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ
ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବା ଜିଲ୍ଲାପାଳଙ୍କ ଦାୟିତ୍ୱ..
ସରକାର ଓ ଲୋକଙ୍କ ମଧ୍ୟରେ ମୁଖ୍ୟ ସେତୁ ହେଲେ ଜିଲ୍ଲାପାଳ
ରାଜଧାନୀକୁ ଛାଡିଦେଲେ ଅନ୍ୟ ସବୁଠି ସରକାର କହିଲେ ଜିଲ୍ଲାପାଳ..
ପିତୃପକ୍ଷରେ ଭୁଲ୍ରେ ବି ଏସବୁ କରନ୍ତୁ ନାହିଁ ଦାନ: ନଚେତ୍ ହୋଇଯିବେ କାଙ୍ଗାଳ..
ଜିଲ୍ଲାପାଳଙ୍କ ନିକଟରେ ଲୋକଙ୍କ ସମସ୍ୟାର ସମାଧାନ ହୁଏ
ସରକାରୀ ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟକାରୀ ଜିଲ୍ଲାପାଳଙ୍କ ହାତରେ ରହିଛି.
ସରକାରୀ ଯୋଜନା କାର୍ଯ୍ୟକାରୀ ହେଲେ ଓଡ଼ିଶାରୁ ଗରିବୀ ହଟିବ..
ଆଜିଠୁ କାଜୁଆଲଟି ସେବା ବନ୍ଦ
ସରକାରଙ୍କ ଏସମା ସତ୍ତେ୍ୱ ୧୦ଦଫା ଦାବିରେ ଅଟଳ ନର୍ସିଂ କର୍ମଚାରୀ ସଂଘ
ଆଜିଠୁ ଓଟି, ଆଇସିୟୁ ଓ କାଜୁଆଲଟି ସେବା ବନ୍ଦ ପାଇଁ ଚେତାବନୀ..
ଲାଲ କବାଟ.. ଆଉ ଥରେ ମଞ୍ଜୁଲିକା ‘ଭୁଲ୍ ଭୁଲୈୟା ୩’ର ଟିଜର ହେଲା ରିଲିଜ୍, ଦୀପାବଳିରେ କରିବ ଧମାକା..
Comments are closed.