ଲାଲ କବାଟ.. ଆଉ ଥରେ ମଞ୍ଜୁଲିକା ‘ଭୁଲ୍‌ ଭୁଲୈୟା ୩’ର ଟିଜର ହେଲା ରିଲିଜ୍‌, ଦୀପାବଳିରେ କରିବ ଧମାକା..

ମୁମ୍ବାଇ : ଖୁବ୍‌ ଶୀଘ୍ର ଆସୁଛି ‘ଭୁଲ୍‌ ଭୁଲୈୟା ୩’। ଚଳିତ ବର୍ଷର ଦୀପାବଳିରେ ସିନେମା ଘରେ ଜବରଦସ୍ତ ଧମାକା କରିବ । ନିକଟରେ ଏହି ଫିଲ୍ମର ପୋଷ୍ଟର ରିଲିଜ୍‌ ହୋଇଥିଲା । ଏହାପରେ ପ୍ରଶଂସକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍କଣ୍ଠା ବଢି ଚାଲିଛି । ଏବେ ଫିଲ୍ମର ନିର୍ମାତାମାନେ ୧ ମିନିଟ୍‌ ୪୬ ସେକେଣ୍ଡର ଏକ ନୂଆ ଟିଜର୍‌ ରିଲିଜ୍‌ କରିଛନ୍ତି। ଏଥିରେ କାର୍ତ୍ତିକ ଆର୍ଯ୍ୟନଙ୍କ ସ୍ୱର ଓ ମଞ୍ଜୁଲିକାଙ୍କ ଲୁକ୍‌ରେ ବିଦ୍ୟା ବାଲନ୍‌ ନଜର … Continue reading ଲାଲ କବାଟ.. ଆଉ ଥରେ ମଞ୍ଜୁଲିକା ‘ଭୁଲ୍‌ ଭୁଲୈୟା ୩’ର ଟିଜର ହେଲା ରିଲିଜ୍‌, ଦୀପାବଳିରେ କରିବ ଧମାକା..