ପିତୃପକ୍ଷରେ ଭୁଲ୍‌ରେ ବି ଏସବୁ କରନ୍ତୁ ନାହିଁ ଦାନ: ନଚେତ୍‌ ହୋଇଯିବେ କାଙ୍ଗାଳ..

ବର୍ତ୍ତମାନ ପିତୃପକ୍ଷ ଚାଲୁଛି । ମାନ୍ୟତା ଅନୁଯାୟୀ, ଏହି ସମୟରେ ଦାନ ଦେବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ । ପିତୃପକ୍ଷରେ ଦାନ ଦେଲେ ଅନେକ ଜନ୍ମ ପର୍ଯ୍ୟନ୍ତ ଏହାର ଫଳ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ଏହି କାରଣରୁ ଏହି ସମୟରେ ବିଶେଷ ଭାବେ ଦାନ ଦିଆଯାଏ । ପିତୃପକ୍ଷ ସମୟରେ ପୂର୍ବପୁରୁଷଙ୍କୁ ଶ୍ରାଦ୍ଧ ତଥା ପିଣ୍ଡଦାନ ପାଇଁ ମହତ୍ତ୍ୱପୂର୍ଣ୍ଣ । ଏହି ସମୟରେ ଦାନ କଲେ ଏହାର ମହତ୍ତ୍ୱ ଖୁବ୍‌ … Continue reading ପିତୃପକ୍ଷରେ ଭୁଲ୍‌ରେ ବି ଏସବୁ କରନ୍ତୁ ନାହିଁ ଦାନ: ନଚେତ୍‌ ହୋଇଯିବେ କାଙ୍ଗାଳ..