www.samajalive.in
Monday, December 8, 2025
14.1 C
Bhubaneswar

ଦୀର୍ଘ ୧୮ ବର୍ଷ ପରେ ଏହି ଯୋଗ : ଜାଣନ୍ତୁ ୧୨ ରାଶି ଉପରେ ପ୍ରଭାବ, ମିଳିବ ଧନ, ଚମକିବ ଭାଗ୍ୟ..

ଗ୍ରହଙ୍କ ରାଜକୁମାର ବୁଧ ଗ୍ରହ ୨୩ ସେପ୍ଟେମ୍ବରରେ ସିଂହ ରାଶିରୁ କନ୍ୟା ରାଶିରେ ପ୍ରବେଶ କରିଛନ୍ତି । ବୁଧ ରାଶି ପରିବର୍ତ୍ତନ କରିବା ପରେ ଅନେକ ପରିବର୍ତ୍ତନ ହେବ । ବୁଧ କନ୍ୟା ରାଶିରେ ପ୍ରବେଶ କରିବା ପରେ ତ୍ରିଗ୍ରହୀ ଯୋଗ ସୃଷ୍ଟି ହେବ । ଦୀର୍ଘ ୧୮ ବର୍ଷ ପରେ ବୁଧ ଓ କେତୁ ନିକଟତର ହେବେ । ଶାସ୍ତ୍ର ଅନୁସାରେ ବୁଧ ଗ୍ରହଙ୍କୁ ବାଣୀ, ବ୍ୟବସାୟ, ଅର୍ଥବ୍ୟବସ୍ଥାର କାରକ ବୋଲି କୁହାଯାଏ । ବୁଧ ରାଶି ପରିବର୍ତ୍ତନ କରିବା ଦ୍ୱାରା ଜାଣନ୍ତୁ ୧୨ ରାଶି ଉପରେ ଏହାର ପ୍ରଭାବ..

ବୁଧଙ୍କ ରାଶି ପରିବର୍ତ୍ତନ କରିବା ଦ୍ୱାରା ରାଶି ଉପରେ ଭିନ୍ନ ଭିନ୍ନ ପ୍ରଭାବ ପଡିବ । ଏହାସହ କେବଳ ବ୍ୟକ୍ତିଗତ ଜୀବନ ନୁହେଁ ବରଂ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ମଧ୍ୟ ପ୍ରଭାବ ପଡିବ ।

- Advertisement -

ମେଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଧନ ଲାଭର ଯୋଗ ରହିଛି । ମାତ୍ର ଖର୍ଚ୍ଚାନ୍ତ ହେବେ ।

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ମିଳିବ । କାର୍ଯ୍ୟରେ ସଫଳତା ମିଳିବ ।

ମିଥୁନ – ଏହି ରାଶି ବ୍ୟକ୍ତି ବିଶେଷଙ୍କର ସାମାଜିକ କାର୍ଯ୍ୟରେ ରୁଚି ରହିବ । ଅଟକି ଥିବା କାମ ପୂରଣ ହେବ ।

କର୍କଟ – ମାନ-ସମ୍ମାନ ବୃଦ୍ଧି ହେବ । ସମ୍ପତ୍ତି ବୃଦ୍ଧି ହେବ ।

ସିଂହ – ବ୍ୟବସାୟୀ ଲାଭବାନ୍‌ ହେବେ । ଧନ ପ୍ରାପ୍ତି ହେବ ।

ଏୟାରଟେଲ୍‌ ଆଣିଲା ୩ଟି ନୂଆ ଜବରଦସ୍ତ ପ୍ଲାନ; ମାତ୍ର ୭ଟଙ୍କାରେ ମିିଳିବ..

କନ୍ୟା – ମନୋବଳ ବୃଦ୍ଧି ହେବ । ପରିବାରରେ ସୁଖ-ସମୃଦ୍ଧି ବୃଦ୍ଧି ହେବା ସହ ଶୁଭ ଖବର ମିଳିବ ।

ତୁଳା- ଧାର୍ମିକ କାର୍ଯ୍ୟରେ ରୁଚି ରହିବ । ବିଶେଷ ପରିବର୍ତ୍ତନ ହେବ ।

ବିଛା – ଧନ ଲାଭର ଯୋଗ ରହିଛି । ସହକର୍ମୀଙ୍କ ସହଯୋଗ ମିଳିବ ।

ଧନୁ- କର୍ମକ୍ଷେତ୍ରରେ ସଫଳତା ସହ ବ୍ୟବସାୟ ବୃଦ୍ଧି ହେବ ।

ମକର – ଭାଗ୍ୟର ସାଥ୍‌ ମିଳିବ । ଅଟକି ଥିବା କାମରେ ସଫଳତା ମିଳିବ ।

କୁମ୍ଭ- ପରିଶ୍ରମ କରିବେ । ମନୋବଳ ବୃଦ୍ଧି ହେବ ।

ମୀନ- ପରିବାରରେ ହସଖୁସିର ବାତାବରଣ ସହ ଘରେ ସର୍ବଦା ଶାନ୍ତି ରହିବ ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories