କଟକ: ଭାଙ୍ଗିଲା ଐତିହାସିକ କଟକ ଚଣ୍ଡି ମନ୍ଦିର, ମନ୍ଦିର ସମ୍ପ୍ରସାରଣ ପାଇଁ ପ୍ରବେଶ ପଥକୁ ଭଙ୍ଗା ଯାଇଛି, ପୂର୍ବ ସରକାର ଚଣ୍ଡୀ ମନ୍ଦିରକୁ ନୂଆ ରୁପ ଦେବା ପାଇଁ ୭୦ କୋଟି ଟଙ୍କା ବ୍ୟୟ ମଞ୍ଜୁରୀ ଧାର୍ୟ୍ୟ କରିଥିଲେ। କାମ ଅନେକାଂଶରେ ସରିଥିଲା ହେଲେ, ନୂଆ ସରକାର ଆସିବା ପରେ ଜିଲ୍ଲାପାଳଙ୍କ ନିଷ୍ପତି କ୍ରମେ ବର୍ତ୍ତମାନ ଏହି କାମ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି, ମନ୍ଦିର ଚାରିପାର୍ଶ୍ଵ ଭଙ୍ଗାଯାଇଥିଲା ବେଳେ ମାଆ ମୁଖ୍ୟ ଗର୍ଭଗୃହରେ ପୂଜା ପାଉଛନ୍ତି
ପର୍ଥ ଟେଷ୍ଟ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ପ୍ରଥମ ପାଳିରେ ୧୫୦ ରନରେ ଅଲଆଉଟ୍
ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୭ ଉଇକେଟ ହରାଇ ସଂଗ୍ରହ କରିଛି ୫୯ ରନ, ବୁମରାଙ୍କୁ ୪ ଉଇକେଟ..
ପ୍ଲାଷ୍ଟିକ୍, ପ୍ରିଣ୍ଟିଂ, ପ୍ୟାକେଜିଂ, ଫୁଡ୍ ପ୍ରୋସେସିଂ ଓ ଆନୁଷଙ୍ଗିକ ଶିଳ୍ପ କ୍ଷେତ୍ରରେ ପ୍ରଦର୍ଶନୀ ‘ପ୍ରୋପ୍ୟାକ୍ ଓଡିଶା- ୨୦୨୪ ଓ ଓଡିଶା ପ୍ଲାଷ୍ଟ -୨୦୨୪ ଜନତା ମଇଦାନରେ ଉଦ୍ଘାଟିତ, ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ଏବଂ ଓଡିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗର ମିଳିତ ଆନୁକୁଲ୍ୟରେ ୨୫୦ରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରଦର୍ଶକଙ୍କୁ ନେଇ ଆୟୋଜିତ ଓଡିଶା ପ୍ଲାଷ୍ଟ ୨୦୨୪ ଏକ୍ସପୋର ତୃତୀୟ ସଂସ୍କରଣରେ ୩୦୦୦ରୁ ଅଧିକ ଅଭିନବ ଉତ୍ପାଦ ହୋଇଛି ପ୍ରଦର୍ଶିତ, ଏହି ସମ୍ମିଳନୀକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦଘାଟନ କରିଥିଲେ, ଏମ୍ଏସ୍ଏମ୍ଇ ବିଭାଗର ସ୍ୱତନ୍ତ୍ର ସଚିବ ବିଭୂତି ଦାସ ଅତିଥି ଭାବେ ଯୋଗ ଦେଇଥିଲେ..
୩୦ ବର୍ଷ ପରେ ଏକାଠି ହେବ ଶୁକ୍ର-ଶନି; ଏହି ରାଶିଙ୍କୁ ହଠାତ୍ ମିଳିବ ଧନ, ହେବେ ଭାଗ୍ୟଶାଳୀ, ହେବ ବିବାହ..
ଇଣ୍ଡିଆନ୍ ବ୍ୟାଙ୍କ କାର୍ଯ୍ୟପାଳକ ନିର୍ଦ୍ଦେଶକ ମହେଶ କୁମାର ବଜାଜ୍ ୨ ଦିନିଆ ଓଡିଶା ଗସ୍ତରେ ଆସି ବହୁ ସରକାରୀ ଉଚ୍ଚ ପଦାଧିକାରୀଙ୍କ ସହ ସାକ୍ଷାତ କରି ରାଜ୍ୟରେ ଇଣ୍ଡିଆନ୍ ବ୍ୟାଙ୍କ୍ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ବ୍ୟାଙ୍କିଙ୍ଗ୍ ସେବା ସମ୍ବନ୍ଧରେ ଅବଗତ କରାଇଥିଲେ..
ଥମୁନି ଓଲିଉଡ଼ କଳି: ଡିସିପି ଅଫିସ୍ ସାମ୍ନାରେ ମନୋଜ ମିଶ୍ର-ବବି ଇସଲାମ୍ ହାତାହାତି..
୧୦ ଡିଗ୍ରୀ ସହ ଫୁଲବାଣୀ ସବୁଠାରୁ ଥଣ୍ଡା ସହର, ଡିସେମ୍ବର ମାସର ପ୍ରଥମ ସପ୍ତାହରୁ ବଢିବ ଶୀତ..
ଦାରିଙ୍ଗବାଡି ଓ କୋରାପୁଟରେ ତାପମାତ୍ରା ୧୧ ଡିଗ୍ରୀ, ଭବାନୀପାଟଣା, ଝାରସୁଗୁଡା -୧୨, ରାଉରକେଲା ୧୨.୧ ଡିଗ୍ରୀ, ନବରଙ୍ଗପୁର ୧୨.୫, ଅନୁଗୁଳ, ହୀରାକୁଦ ୧୨.୬, ବଲାଙ୍ଗୀର ୧୩.୨, ରାୟଗଡା ୧୩.୬, କଟକ ୧୬.୪, ଭୁବନେଶ୍ୱର ୧୭
ବଡ ସଫଳତା ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ନିହତ..



