ଏୟାରଟେଲ୍‌ ଆଣିଲା ୩ଟି ନୂଆ ଜବରଦସ୍ତ ପ୍ଲାନ; ମାତ୍ର ୭ଟଙ୍କାରେ ମିିଳିବ..

ନୂଆଦିଲ୍ଲୀ : ଏୟାରଟେଲ୍‌ ବ୍ୟବହାରକାରୀଙ୍କ ପାଇଁ ଆସିଲା ଖୁସି ଖବର । କମ୍ପାନୀ ଆଣିଛି ୩ଟି ଜବରଦସ୍ତ ପ୍ଲାନ୍‌ । ମହାମାରୀ ସମୟରେ, ଟେଲିକମ୍‌ କମ୍ପାନୀ ଗୁଡିକ ୱାର୍କ-ଫର୍ମ-ହୋମ୍‌ ପ୍ଲାନ୍‌ ଅଫର୍‌ ଦେଉଥିଲେ, ଯେଉଁଥିରେ ଅତିରିକ୍ତ ଡାଟା ମିଳୁଥିଲା । ଏୟାରଟେଲ୍‌ ଆଣିଲା ୩ଟି ନୂଆ ଜବରଦସ୍ତ ପ୍ଲାନ। ଏହାର ଦାମ୍‌ ୧୬୧, ୧୮୧ ଓ ୩୬୧ ରହିଛି । ପ୍ରତ୍ୟେକ ପ୍ଲାନ୍‌ରେ ୩୦ ଦିନର ସମୟ ସୀମା ମିଳିବ। ଏହି ନୂଆ ରିଚାର୍ଜ ପ୍ଲାନ୍‌ ଏୟାରଟେଲର … Continue reading ଏୟାରଟେଲ୍‌ ଆଣିଲା ୩ଟି ନୂଆ ଜବରଦସ୍ତ ପ୍ଲାନ; ମାତ୍ର ୭ଟଙ୍କାରେ ମିିଳିବ..