www.samajalive.in
Friday, December 5, 2025
17.1 C
Bhubaneswar

ସେପ୍ଟେମ୍ବର ୪ରେ ବୁଧଙ୍କ ଚଳନ; ଜାଣନ୍ତୁ କିଏ ସୌଭାଗ୍ୟଶାଳୀ ରାଶି, ଏମାନଙ୍କ ଉପରେ ହେବ ଧନବର୍ଷା..

ସେପ୍ଟେମ୍ବର ମାସରେ ଅନେକ ମହତ୍ତ୍ୱପୂର୍ଣ୍ଣ ଗ୍ରହ ଚଳନ କରିବେ । ଏମାନଙ୍କ ମଧ୍ୟରେ ବୁଧଙ୍କ ଚଳନ ଅନେକ ଶୁଭଫଳ ପ୍ରଦାନ କରିବ । ସେପ୍ଟେମ୍ବର ୪ରେ ବୁଧ ଚଳନ କରି ସିଂହ ରାଶିରେ ପ୍ରବେଶ କରିବେ । ବୁଧ ସୂର୍ଯ୍ୟଙ୍କ ରାଶି ସିଂହ ରାଶିରେ ପ୍ରବେଶ କରିବା ଦ୍ୱାରା ଏହି ୬ ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶିଙ୍କ ବିଷୟରେ..

ବୃଷ – ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ବୁଧଙ୍କ ଚଳନ ଘର-ଯାନ ସହ ଜଡିତ ବିଶେଷ ଲାଭ ମିଳିବ । ସରକାରୀ ଲାଭ ମିଳିବ । ଆୟରେ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ପରିବାର ସହ ଉତ୍ତମ ସମୟ ଅତିବାହିତ କରିବେ ।

- Advertisement -

ମିଥୁନ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ମିଳିବ । ମାନ-ସମ୍ମାନ, ଯଶ ପ୍ରାପ୍ତି ହେବ । ଉନ୍ନତି ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଆର୍ଥିକ ସ୍ଥିତି ମଜଭୁତ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

କର୍କଟ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ବ୍ୟବସାୟରେ ଖୁବ୍‌ ଲାଭ ମିଳିବ। ଚାକିରିରେ ଉନ୍ନତି ହେବ।

ସିଂହ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ପରିଶ୍ରମର ଫଳ ମିଳିବ। ମହିଳାଙ୍କ ପାଇଁ ଅତ୍ୟନ୍ତ ଶୁଭ ସମୟ ରହିଛି । କର୍ମକ୍ଷେତ୍ରରେ ଉନ୍ନତି ହେବା ସହ ଆର୍ଥିକ କ୍ଷେତ୍ରରେ ଖୁବ୍‌ ଉନ୍ନତି ହେବ। ସବୁଜ ରଙ୍ଗର ଜିନିଷ ଦାନ କରନ୍ତୁ ।

ବିଛା – ଏହି ରାଶି ବ୍ୟକ୍ତି ବିଶେଷଙ୍କର କର୍ମକ୍ଷେତ୍ରରେ ଉନ୍ନତି ହେବ । ଖୁସି ଓ ସନ୍ତୁଷ୍ଟ ରହିବେ । ଜୀବନରେ ସୁଖ-ସମୃଦ୍ଧି ବୃଦ୍ଧି ହେବ । ଆର୍ଥିକ ଲାଭ ପାଇଁ ମନ୍ଦିରରେ ଫୁଲ ଗଛ ଲଗାନ୍ତୁ ।

ମକର – ବୁଧଙ୍କ ଚଳନ ଦ୍ୱାରା ମକର ରାଶି ବ୍ୟକ୍ତି ବିଶେଷଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉତ୍ତମ ରହିବ । ସଠିକ୍‌ ନିଷ୍ପତ୍ତି ନେବେ । ବ୍ୟବସାୟରେ ବଡ ଲାଭ ହେବ।

ଦେଖନ୍ତୁ ଭିଡିଓ; ପାକିସ୍ତାନରେ ଏ କି ଅବସ୍ଥା, ମଲ୍‌ ଭିତରେ ପଶି ସବୁ କିଛି ଲୁଟି ନେଲେ, ମୁଣ୍ଡରେ ହାତ ଦେଲେ ମାଲିକ..

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories