ସେବା ମହାଯଜ୍ଞର ରକ୍ତ ଦାନ ଶିବିର ଅନୁଷ୍ଠିତ

ନର୍ଲା: ଆଜି ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ଆୟୋଜିତ ରକ୍ତଦାନ ଶିବର ସେବା ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଶିବିରରେ ବହୁ ରକ୍ତଦାତା ଆସି ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର କଳାହାଣ୍ଡି ଜିଲ୍ଲାର ସଭାପତି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ସମେତ ଅନାମ ନାଏକ, ସରୋଜ ବୁଦ୍ଧିଆ, ତନ୍ମୟ ଚାନ୍ଦ, ନିରଞ୍ଜନ ଯୋଶୀ, ସଂଯୁକ୍ତା ସିଂଦେଓ, ଯଜ୍ଞସେନ ପଣ୍ଡା, ପଦ୍ମଲୋଚନ ଜାଲ୍, ପ୍ରତାପ ବାଗ୍, ଆଶୁତୋଷ ପାଢ଼ୀ, ଭବାନୀ ସାହୁ, ମାନସ ପାତ୍ର, ବିକାଶ କୁମାର ଦତ୍ତା ପ୍ରମୁଖ ଯୋଗଦାନ କରିଥିଲେ।

Comments are closed.