www.samajalive.in
Saturday, December 6, 2025
14.1 C
Bhubaneswar

୨୪ ଅଗଷ୍ଟରେ ଏକାଠି ହେବେ ଶୁକ୍ର-କେତୁ ; ଏହି ରାଶି ହେବେ ଭାଗ୍ୟଶାଳୀ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଗ୍ରହଙ୍କୁ ଧନ, ବୈଭବ, ସୁଖ-ସମୃଦ୍ଧିର କାରକ ବୋଲି କୁହାଯାଏ । ପ୍ରତ୍ୟେକ ଗ୍ରହ ନିଜର ନିଶ୍ଚିତ ସମୟ ସୀମା ମଧ୍ୟରେ ଚଳନ କରି ଥାଆନ୍ତି । ଏହାର ପ୍ରଭାବ ସମସ୍ତ ୧୨ ରାଶିରେ ପଡିବ । ୨୪ ଅଗଷ୍ଟରେ ଶୁକ୍ର ଗ୍ରହ କନ୍ୟା ରାଶିରେ ପ୍ରବେଶ କରିବେ । ଏଠାରେ ପୂର୍ବରୁ କେତୁ ଗ୍ରହ ବିରାଜମାନ ରହିଛନ୍ତି । କେତୁ ଶୁକ୍ରଙ୍କ ସହ ଏକାଠି ହେବା ଦ୍ୱାରା କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ।

୨ଟି ଗ୍ରହ ଏକାଠି ହେବା ଦ୍ୱାରା ମହାସଂଯୋଗର ନିର୍ମାଣ ହେବାକୁ ଯାଉଛି । ଶୁକ୍ର ଓ କେତୁ ଏକାଠି ହେବା ଦ୍ୱାରା ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବା ସହ ଧନ-ସମ୍ପତ୍ତି ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ଭାଗ୍ୟଶାଳୀ ରାଶି ବିଷୟରେ..

- Advertisement -

କର୍କଟ – ଜ୍ୟୋତିଷ ଶାସ୍ତ୍ର ଅନୁସାରେ କର୍କଟ ରାଶି ବ୍ୟକ୍ତି ବିଶେଷଙ୍କୁ ଶୁକ୍ର ଓ କେତୁ ଏକାଠି ହେବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହେବ। ଏହି ରାଶିଙ୍କୁ ଖୁବ୍‌ ଲାଭ ମିଳିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ବ୍ୟବସାୟରେ ଲାଭ ହେବ । ଆୟରେ ବୃଦ୍ଧି ହେବ।

କନ୍ୟା – ୨୪ ଅଗଷ୍ଟରେ ଶୁକ୍ର କନ୍ୟା ରାଶିରେ ପ୍ରବେଶ କରିବେ। ଏହାର ପ୍ରଭାବରେ ବୃଷ ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ମିଳିବ । ଭାଗ୍ୟରେ ଶୁଭ ପରିବର୍ତ୍ତନ ସହ ହଠାତ୍‌ ଧନ ମିଳିବ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଅନୁକୂଳ ରହିଛି । ପରିଶ୍ରମ କରି ସଫଳତା ପାଇବେ।

ଦେଖନ୍ତୁ ଭିଡିଓ; ୱାଶିଂମେସିନରେ ଫଣା ଟେକି ଥିଲା କଳା ନାଗ, ତା’ପରେ..

କନ୍ୟା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଅନେକ ଲାଭ ମିଳିବ। ଆୟରେ ବୃଦ୍ଧି ହେବ। ଚାକିରିରେ ପଦନ୍ନୋତିର ଯୋଗ ରହିଛି। ଘରେ ସୁଖଶାନ୍ତିର ବାତାବରଣ ରହିବ। ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ।

ସକାଳର ଏହି ଲକ୍ଷଣ ଦିଏ ଉଚ୍ଚ ରକ୍ତଚାପର ସଙ୍କେତ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories