ଦେଖନ୍ତୁ ଭିଡିଓ; ୱାଶିଂମେସିନରେ ଫଣା ଟେକି ଥିଲା କଳା ନାଗ, ତା’ପରେ..

ଜୟପୁର : ବର୍ଷା ଦିନରେ ଅଧିକାଂଶ ସ୍ଥାନରେ, ଘରେ, ଜୋତା, ହେଲମେଟ ଭିତରେ ସାପ ଲୁଚି ରହିବା ଭଳି ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ୱାଶିଂମେସିନରେ ପୋଷାକ ସଫା କରିବାକୁ ଯାଉଥିଲେ ପ୍ରଥମେ ସାବଧାନ ହୋଇ ଯାଆନ୍ତୁ । ରାଜସ୍ଥାନର କୋଟାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଆପଣଙ୍କ ହୋସ୍‌ ଉଡାଇ ଦେବ । ଭୟରେ ଥରିବାକୁ ଲାଗିବେ ମଧ୍ୟ। ୱାଶିଂମେସିନରେ ଫଣା ଟେକି ଥିଲା କଳା ନାଗ pic.twitter.com/t5L3qojUwq … Continue reading ଦେଖନ୍ତୁ ଭିଡିଓ; ୱାଶିଂମେସିନରେ ଫଣା ଟେକି ଥିଲା କଳା ନାଗ, ତା’ପରେ..