ସକାଳର ଏହି ଲକ୍ଷଣ ଦିଏ ଉଚ୍ଚ ରକ୍ତଚାପର ସଙ୍କେତ..

ଉଚ୍ଚ ରକ୍ତଚାପ ବର୍ତ୍ତମାନ ସମୟରେ ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଅନେକ ସମୟରେ ଲୋକେ ଏହାର ଆରମ୍ଭ ଲକ୍ଷଣ ବିଷୟରେ ଜାଣି ପାରନ୍ତି ନାହିଁ । ଯାଦ୍ୱାରା ଏହା ଶରୀର ଉପରେ କୁପ୍ରଭାବ ପକାଇବା ସହ ମାରାତ୍ମକ ରୋଗର କାରଣ ପାଲଟିଥାଏ । ବିଶେଷ କରି ହୃଦୟ ଜନିତ ସମସ୍ୟା ସୃଷ୍ଟି କରିଥାଏ । ସକାଳ ସମୟରେ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ପାଇଁ କିଛି ଲକ୍ଷଣ ଦେଖାଯାଏ । ଉଚ୍ଚ ରକ୍ତଚାପ ପାଇଁ … Continue reading ସକାଳର ଏହି ଲକ୍ଷଣ ଦିଏ ଉଚ୍ଚ ରକ୍ତଚାପର ସଙ୍କେତ..