Patra electronics

ଥମୁନି ଆଳୁ ନିଆଁ; କିଲୋ ଛୁଇଁଲା ୬୦

ଭୁବନେଶ୍ୱର : ଥମୁନି ଆଳୁ ନିଆଁ । ରାଜ୍ୟରେ ପୁଣି ବେଲଗାମ ହେଲା ଆଳୁ ଦର । ହୁ ହୁ ହୋଇ ବଢି ଚାଲିଛି ଆଳୁ ଦର । ଦାମ୍‌ ବଢିବା ପରେ ୩୫ ରୁ ଆରମ୍ଭ ହୋଇ ୬୦ ଟଙ୍କାରେ ପହଞ୍ଚିଛି ଆଳୁ ଦର । ଆଜି କଟକ ଛତ୍ରବଜାରରେ ଆଳୁ କେଜି ୬୦ ଟଙ୍କାରେ ପହଞ୍ଚିଛି । ଆଳୁ ଗାଡି ଆସୁନଥିବାରୁ ଦର ବଢିଥିବା ବ୍ୟବସାୟୀ କହିଛନ୍ତି । ଦିନେ ଦୁଇ ଦିନ ମଧ୍ୟରେ ସମସ୍ୟା ସମାଧାନ ହେବ । ଆତଙ୍କିତ ନହେବାକୁ ଖାଉଟିଙ୍କୁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପରାମର୍ଶ ଦେଇଛନ୍ତି।

ରୋଗୀକୁ ଦେଖିବାକୁ ଆସିଥିଲେ; ମେଡିକାଲରେ କାମୁଡିଲା ସାପ

 

ଫିଲ୍ମରୁ କମ୍‌ ନୁହେଁ ; ଏଯାଏଁ ୯ ହତ୍ୟା, ସମସ୍ତେ ମହିଳା, ସମାନ ଶୈଳୀ,ବୁଲୁଛି ସିରିୟଲ କିଲର୍‌..

Comments are closed.