ରୋଗୀକୁ ଦେଖିବାକୁ ଆସିଥିଲେ; ମେଡିକାଲରେ କାମୁଡିଲା ସାପ

ଆନନ୍ଦପୁର : ଆନନ୍ଦପୁର ମେଡିକାଲରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ରୋଗୀଙ୍କୁ ଦେଖିବାକୁ ଆସିଥିବା ସମ୍ପର୍କୀୟଙ୍କୁ କାମୁଡିଲା ସାପ। ଆନନ୍ଦପୁର ମେଡିକାଲରେ ରୋଗୀ ସମ୍ପର୍କୀୟଙ୍କୁ ଚିତି ସାପ କାମୁଡିଥିବା ଜଣାପଡିଛି । ଏହା ପରେ ତୁରନ୍ତ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ତାଙ୍କର ଚିକିତ୍ସା କରାଯାଉଛି । ମହିଳା ୱାର୍ଡ ବେଡ୍‌ ପାଖରେ ବସିଥିବା ବେଳେ ତାଙ୍କୁ ଏକ ଚିତି ସାପ କାମୁଡି ଦେଇଥିଲା । ଜଣେ ମହିଳା ରୋଗୀଙ୍କୁ ଦେଖା କରିବାକୁ ଆସିଥିବା … Continue reading ରୋଗୀକୁ ଦେଖିବାକୁ ଆସିଥିଲେ; ମେଡିକାଲରେ କାମୁଡିଲା ସାପ