www.samajalive.in
Wednesday, November 12, 2025
17.1 C
Bhubaneswar

ରୋଗୀକୁ ଦେଖିବାକୁ ଆସିଥିଲେ; ମେଡିକାଲରେ କାମୁଡିଲା ସାପ

ଆନନ୍ଦପୁର : ଆନନ୍ଦପୁର ମେଡିକାଲରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ରୋଗୀଙ୍କୁ ଦେଖିବାକୁ ଆସିଥିବା ସମ୍ପର୍କୀୟଙ୍କୁ କାମୁଡିଲା ସାପ। ଆନନ୍ଦପୁର ମେଡିକାଲରେ ରୋଗୀ ସମ୍ପର୍କୀୟଙ୍କୁ ଚିତି ସାପ କାମୁଡିଥିବା ଜଣାପଡିଛି । ଏହା ପରେ ତୁରନ୍ତ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ତାଙ୍କର ଚିକିତ୍ସା କରାଯାଉଛି । ମହିଳା ୱାର୍ଡ ବେଡ୍‌ ପାଖରେ ବସିଥିବା ବେଳେ ତାଙ୍କୁ ଏକ ଚିତି ସାପ କାମୁଡି ଦେଇଥିଲା । ଜଣେ ମହିଳା ରୋଗୀଙ୍କୁ ଦେଖା କରିବାକୁ ଆସିଥିବା ବେଳେ ସେ ସର୍ପାଘାତର ଶିକାର ହୋଇଛନ୍ତି।

ଫିଲ୍ମରୁ କମ୍‌ ନୁହେଁ ; ଏଯାଏଁ ୯ ହତ୍ୟା, ସମସ୍ତେ ମହିଳା, ସମାନ ଶୈଳୀ,ବୁଲୁଛି ସିରିୟଲ କିଲର୍‌..

- Advertisement -

 

Hot this week

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର :  ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା...

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ...

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି...

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ...

Related Articles

Popular Categories