www.samajalive.in
Sunday, December 7, 2025
14.1 C
Bhubaneswar

ଅଗଷ୍ଟରେ ୪ ଗ୍ରହଙ୍କ ଚଳନ : ଏହି ୫ ରାଶି ହେବେ ଭାଗ୍ୟଶାଳୀ,ମିଳିବ ଧନ, ବଢିବ ଦରମା..

ଅଗଷ୍ଟ ମାସରେ ସୂର୍ଯ୍ୟ, ବୁଧ, ଶୁକ୍ର ଓ ମଙ୍ଗଳ ଗ୍ରହ ଚଳନ କରି ରାଶି ପରିବର୍ତ୍ତନ କରିବେ । ଏହି ଗ୍ରହ ଚଳନ ଫଳରେ ୨୦୨୪ ଅଗଷ୍ଟ ମାସରେ ତ୍ରିଗ୍ରହୀ ଯୋଗ,ବୁଦ୍ଧାତିଥ୍ୟ ଆଦି ଯୋଗ ସୃଷ୍ଟି ହେବ । ଫଳରେ ଗ୍ରହ ନକ୍ଷତ୍ରଙ୍କ ସ୍ଥିତି କାରଣରୁ ୫ ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବା ସହ ଭାଗ୍ୟ ଚମକିବ । ଜାଣନ୍ତୁ ସେହି ୫ ଭାଗ୍ୟଶାଳୀ ରାଶି ବିଷୟରେ..

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଜୀବନରେ ଗୋଟିଏ ପରେ ଗୋଟିଏ ସକରାତ୍ମକ ପରିବର୍ତ୍ତନ ହେବ । ଚାକିରିରେ ପଦନ୍ନୋତି, ନୂଆ ଚାକିରି, ଦରମା ବୃଦ୍ଧି ହେବ । ପରିଶ୍ରମର ଉପଯୁକ୍ତ ଫଳ ମିଳିବ । ଜୀବନସାଥୀଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ ।

- Advertisement -

କର୍କଟ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ନୂଆ ଚାକିରିିର ସୁଯୋଗ ରହିଛି । ପରିବାରରେ ସୁଖମୟ ବାତାବରଣ ରହିବ ।

ରାକ୍ଷୀ ପୂର୍ଣ୍ଣିମା: ୯୦ ବର୍ଷ ପରେ ୪ ଅଦ୍ଭୁତ ସଂଯୋଗ: ଅତ୍ୟନ୍ତ ଶୁଭଙ୍କର

ବିଛା – ଏହି ମାସରେ ଅନେକ ସଫଳତା ମିଳିବ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । ଶୁଭଫଳ ମିଳିବା ସହ ସମ୍ପର୍କରେ ମଧୁରତା ରହିବ ।

ମକର – ମକର ରାଶି ବ୍ୟକ୍ତି ବିଶେଷଙ୍କର ଭାଗ୍ୟଦୋୟ ହେବ । ଘର-ପରିବାର ଠାରୁ ଆରମ୍ଭ କରି ସହଯୋଗୀଙ୍କ ସହଯୋଗ ମିଳିବ । ସଫଳତା ମିଳିବା ସହ ହଠାତ୍‌ ଧନ ଲାଭ ହେବ ।

କୁମ୍ଭ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଖୁବ୍‌ ଶୁଭଙ୍କର । ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହେବ । ଚାକିରି-ବ୍ୟବସାୟରେ ଉନ୍ନତି ହେବ । ନୂତନ ସମ୍ପର୍କ ସୃଷ୍ଟି ହୋଇପାରେ ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories