www.samajalive.in
Saturday, December 6, 2025
17.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ସକ୍ରିୟ ମୌସୁମୀ: ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା..

ଆଜି ପାଇଁ ୧୩ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ, ୨୮ ଯାଏଁ ପ୍ରବଳ ବର୍ଷିବ..

- Advertisement -

ଆଜି ବିଧାନସଭାରେ ଆଗତ ହେବ ପୂର୍ଣ୍ଣାଙ୍ଗ ବଜେଟ..

ଆଜିଠୁ ଭାରତର ପ୍ୟାରିସ୍‍ ଅଭିଯାନ ଆରମ୍ଭ ହେବ..

ଆର୍ଚେରୀ ଟିମ୍‍ ଇଭେଣ୍ଟରୁ ଅଭିଯାନ ଆରମ୍ଭ କରିବ ଭାରତ..

ଭାରତୀୟ ସମୟ ଅପରାହ୍ନ ୧ଟା ଓ ୫ଟା ୪୫ରେ ହେବ ପ୍ରତିଯୋଗିତା..

ବଲାଙ୍ଗିର: ଗୋଟିଏ ଗାଁରେ ୭ ଦିନରେ ଝାଡାବାନ୍ତିରେ ୩ଜଣଙ୍କ ମୃତ୍ୟୁ ସୂଚନା..

ପୁଇଁତଳା ବ୍ଲକ କୁରୁଳ ଗାଁରେ ବଢୁଛି ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା..

୨୯ ଜୁଲାଇରେ ଗଜକେସରୀ ଯୋଗ : ଭୋଳାଶଙ୍କର ଚମକାଇବେ ଏହି ରାଶିଙ୍କ ଭାଗ୍ୟ, ମିଳିବ ଧନ,ଚାକିରି..

ନୂଆଦିଲ୍ଲୀ: ବିଜେପି ସାଂସଦ କଙ୍ଗନା ରଣୌତଙ୍କ ବିଜୟକୁ ବିରୋଧ କରି ହାଇକୋର୍ଟରେ ପିଟିସନ ରୁଜୁ କଲେ ପ୍ରାର୍ଥୀ..

ଭୁଲବଶତଃ ପ୍ରାର୍ଥିପତ୍ର ନାକଚ ହେବାରୁ ଫଳାଫଳ ପ୍ରଭାବିତ ହୋଇଥିବା ଅଭିଯୋଗ ଆଣିଲେ ଲାୟକ ରାମ ନେଗୀ..

ଭିଜିଲାନ୍ସ ଜାଲରେ ବଲାଙ୍ଗିର ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ..

ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନିଲ କୁମାର ରାଉତଙ୍କ ଘରେ ଭିଜିଲାନ୍ସ ରେଡ..

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଚଢାଉ..

ଏକ ସଙ୍ଗେ ୯ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ ଟିମ୍‍..

ଚତୁର୍ଥ ଦିନରେ ସୁରୁଖୁରୁରେ ଚାଲିଛି ବିଧାନସଭା ପ୍ରଶ୍ନକାଳ..

ଟିଟିଲାଗଡ଼ : ସାପ କାମୁଡାରେ ଭାଇ ଭଉଣୀଙ୍କ ମୃତ୍ୟୁ..

ଚଣ୍ଡୀଗଡ଼: ପଞ୍ଜାବରେ ୭ ସନ୍ଦିଗ୍ଧ ଆତଙ୍କବାଦୀ ଚିହ୍ନଟ, ସମସ୍ତଙ୍କ ସ୍କେଚ ଜାରି କଲା ପୁଲିସ, ପଠାନକୋଟରେ ହାଇ ଆଲର୍ଟ..

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories