୨୯ ଜୁଲାଇରେ ଗଜକେସରୀ ଯୋଗ : ଭୋଳାଶଙ୍କର ଚମକାଇବେ ଏହି ରାଶିଙ୍କ ଭାଗ୍ୟ, ମିଳିବ ଧନ,ଚାକିରି..

ଶ୍ରାବଣ ମାସ ଭଗବାନ ଶିବଙ୍କୁ ଖୁବ୍‌ ପ୍ରିୟ । ଏହି ମାସର ୨ୟ ସୋମବାର ୨୯ ଜୁଲାଇରେ । ଏହି ଦିନ ଚନ୍ଦ୍ରମା ବୃଷ ରାଶିରେ ପ୍ରବେଶ କରିବେ । ଏଠାରେ ଗୁରୁ ଗ୍ରହ ପୂର୍ବରୁ ହିଁ ବିରାଜମାନ ରହିଛନ୍ତି । ଏହି ୨ ଗ୍ରହ ଏକାଠି ହେବା ଦ୍ୱାରା ଗଜକେସରୀ ଯୋଗ ସୃଷ୍ଟି ହେଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗଜକେସରୀ ଯୋଗ ଅତ୍ୟନ୍ତ ଶୁଭ ବୋଲି ମାନ୍ୟତା ରହିଛି । ହିନ୍ଦୁ ପଞ୍ଜିକା ଅନୁସାରେ … Continue reading ୨୯ ଜୁଲାଇରେ ଗଜକେସରୀ ଯୋଗ : ଭୋଳାଶଙ୍କର ଚମକାଇବେ ଏହି ରାଶିଙ୍କ ଭାଗ୍ୟ, ମିଳିବ ଧନ,ଚାକିରି..