www.samajalive.in
Saturday, December 6, 2025
17.1 C
Bhubaneswar

ଦେଖନ୍ତୁ ଭିଡ଼ିଓ; ଶ୍ରେଣୀଗୃହରେ ଥିଲେ ପିଲା, ଅଚାନକ ଭୁଶୁଡିଲା କାନ୍ଥ

ସମାଜ ଡିଜିଟାଲ ଡେସ୍କ: ଶ୍ରେଣୀ ଗୃହରେ ବସି ଟିଫିନ୍‍ ଖାଉଥିଲେ ଛାତ୍ରଛାତ୍ରୀ । ଅଚାନକ ଭୁଶୁୁଡି ପଡିଥିଲା ସ୍କୁଲ କାନ୍ଥ । ଏଭଳି ଅଭାବନୀୟ ଘଟଣା ଘଟିଛି ଗୁଜୁରାଟର ବଦୋଦରାରେ ଥିବା ଏକ ବେସରକାରୀ ସ୍କୁଲରେ । ସ୍କୁଲ କାନ୍ଥ ଭୁଶୁଡିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । କାନ୍ଥ ଭୁଶୁଡିବା ଯୋଗୁ ୧୦ରୁ ୧୨ଜଣ ପିଲା ଆହତ ହୋଇଥିବା ସୂଚନା ମିଳିଛି । ଦେଖନ୍ତୁ କିଭଳି ଥିଲା ପୁରା ଦୃଶ୍ୟ ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories