www.samajalive.in
Tuesday, December 9, 2025
26.1 C
Bhubaneswar

ମଧ୍ୟପ୍ରଦେଶ ସଚିବାଳୟରୁ ପୁଣି ଶୁଭିବ ବନ୍ଦେ ମାତରମ୍‍

ଭୋପାଳ: ମଧ୍ୟପ୍ରଦେଶ ସଚିବାଳୟରେ ମାସର ପ୍ରଥମ ଦିନ ବନ୍ଦେ ମାତରମ୍‍ ପୁଣି ଶୁଭିବ। ବିଜେପି ସରକାର ଅମଳରେ ୨୦୦୫ ରୁ ପ୍ରଚଳିତ ଏହି ପରମ୍ପରାକୁ କମଳନାଥଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ହଟାଇ ଦେଇଥିଲେ। ତେବେ ପ୍ରବଳ ବିରୋଧର ସମ୍ମୁଖୀନ ହେବା ପରେ ପରମ୍ପରା ଜାରି ରଖିବା ପାଇଁ କମଲନାଥ ଘୋଷଣା କରିଛନ୍ତି। ଏଥିସହିତ ସୌମ୍ୟ ସ୍ମାରକ ଠାରୁ ବଲ୍ଲଭ ଭବନ ପର୍ଯ୍ୟନ୍ତ ‘ବନ୍ଦେ ମାତରମ୍‍’ ଧୂନ ସହିତ ପୁଲିସ ବ୍ୟାଣ୍ଡ ମାର୍ଚ୍ଚ କରିବ ବୋଲି କମଳନାଥ ଘୋଷଣା କରିଛନ୍ତି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories