www.samajalive.in
Sunday, December 14, 2025
16.1 C
Bhubaneswar

ଫ୍ଲିପକାର୍ଟ ସେଲ୍‌ ; ଟିଭି, ଫ୍ରିଜ୍‌, ଫୋନରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି..

ନୂଆଦିଲ୍ଲୀ : ଫ୍ଲିପକାର୍ଟରେ ଏପରି ଏକ ସେଲ୍‌ ର ଆରମ୍ଭ ହୋଇ ସାରିଛି ଯେଉଁଥିରେ ଫୋନରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳି ପାରିବ । ଏହି ସେଲ୍‌ ର ନାମ୍‌ Flipkart Early Birds Sale । ଏହି ସେଲ୍‌ ୧୫ ଜୁଲାଇରୁ ଆରମ୍ଭ ହୋଇ ୧୯ ଜୁଲାଇ ପର୍ଯ୍ୟନ୍ତ ମିଳିବ । ଏହାପରେ ଫ୍ଲିପକାର୍ଟରେ G.O.A.T ସେଲ୍‌ ଆରମ୍ଭ ହୋଇଯିବ ।
ଏହି ସେଲ୍ ସମୟରେ ୟୁଜର୍ ଅନେକ ଦମଦାର ଡିଲ୍, ଅଫର୍ ଓ ରିହାତିର ଫାଇଦା ପାଇ ପାରିବେ । ଏଥିରେ ମିଳୁଥିବା ଡିଲସ୍‌, ରିହାତି ଓ ତୁରନ୍ତ ମିଳୁଥିବା କ୍ୟାସବ୍ୟାକ୍‌ ଅଫର୍‌ ବିଷୟରେ ଜାଣନ୍ତୁ..

ଏଠାରେ ସ୍କାର୍ଟ ଫୋନ୍‌ ରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ । ଏଥିରେ ସମସ୍ତ ପ୍ରକାର ଅଫର୍‌ ସାମିଲ ରହିଛି ।
ଏହି ସେଲ୍‌ ଅନୁଯାୟୀ, ପ୍ରାୟ ପ୍ରତ୍ୟେକ ବ୍ରାଣ୍ଡ୍‌ ର ହ୍ୟାଣ୍ଡସେଟକୁ କିଣିପାରିବେ । ଏଠାରେ ଆଇଫୋନ୍‌, ସାମସଙ୍ଗ୍‌, ରେଡମି, ରିୟଲମି ଆଦି ସାମିଲ ରହିଛି ।

ଏବେ ବି ଅଛି ଜିଓର ଏହି ଶସ୍ତା ପ୍ଲାନ୍‌; ଦାମ୍‌ ମାତ୍ର ଏତିକି, ଦିନକୁ ମିଳିବ ଏତିକି ଡାଟା..

- Advertisement -

ଫ୍ଲିପକାର୍ଟର ଏହି ସେଲରେ ସ୍ମାର୍ଟ ଟିଭି ମଧ୍ୟ ଶସ୍ତାରେ କିଣିବାର ସୁଯୋଗ ପାଇବେ । ନୂଆ ତଥ୍ୟ ଅନୁଯାୟୀ, ଏଠାରେ ସ୍ମାର୍ଟ ଟିିଭିର ଆରମ୍ଭ ଦାମ୍‌ ପ୍ରାୟ ୬୩୯୯ ଟଙ୍କା ।

ଏହି ସେଲରେ ଗ୍ରାହକ ଫ୍ରିଜ୍‌ ମଧ୍ୟ ଶସ୍ତାରେ କିଣିପାରିବେ । ଫ୍ରିଜ୍‌ ର ଆରମ୍ଭ ଦାମ୍‌ ୯,୯୯୦ ଟଙ୍କା । ଅନ୍ୟ ଫ୍ରିଜ୍‌ ମଧ୍ୟ ସାମିଲ ରହିଛି ।

କେବଳ ସ୍ମାର୍ଟ ଫୋନ୍‌, ଟିଭି, ଫ୍ରିଜ ନୁହେଁ ଅନ୍ୟାନ୍ୟ ଜିନିଷ ମଧ୍ୟ ରିହାତିରେ ମିଳୁଛି ।

ଜୁଲାଇରୁ ୪ ମାସ ପର୍ଯ୍ୟନ୍ତ ଏସବୁ ରାଶିଙ୍କ ଚମକିବ ଭାଗ୍ୟ: ମିଳିବ ଧନ,ବଢିବ ଦରମା..

ମାତ୍ର ଏହି ସେଲ୍‌ ର ଲାଭ ପାଇବା ପାଇଁ ଫ୍ଲିପକାର୍ଟ ପ୍ଲସ ମେମ୍ବରସିପ୍‌ ର ହେବା ଜରୁରୀ । ଏହି ମେମ୍ବରସିପ୍‌ ଫ୍ଲିପକାର୍ଟ କଏନରୁ ମିଳିଥାଏ । ଜିନିଷ କିଣିବା ପରେ ଏହି କଏନ୍‌ ମିଳିଥାଏ ।

ଫ୍ଲିପକାର୍ଟ G.O.A.T  ସେଲ୍‌ ୨୦ ଜୁଲାଇରୁ ଆରମ୍ଭ ହେବ । ଏହା ୨୫ ଜୁଲାଇ ପର୍ଯ୍ୟନ୍ତ ମିଳିବ । ଏହି ସମୟରେ ମଧ୍ୟ ଅନେକ ଅଫର୍‌ ମିଳିବ ।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories