ଏବେ ବି ଅଛି ଜିଓର ଏହି ଶସ୍ତା ପ୍ଲାନ୍‌; ଦାମ୍‌ ମାତ୍ର ଏତିକି, ଦିନକୁ ମିଳିବ ଏତିକି ଡାଟା..

ନୂଆଦିଲ୍ଲୀ : ଜିଓ ତା’ର ସମସ୍ତ ରିଚାର୍ଜ ପ୍ଲାନ୍‌ ମହଙ୍ଗା କରି ସାରିଛି । ତେବେ ଏବେ ମଧ୍ୟ ଏପରି କିଛି ପ୍ଲାନ୍‌ ରହିଛି । ଯେଉଁଥିରେ ଆପଣ ଦୈନିକ ୧ ଜିବି ଡାଟା ପାଇପାରିବେ। ଜିଓ, ଏୟାରଟେଲ୍‌ ଆଦି ନିକଟରେ ନିଜର ରିଚାର୍ଜ ପ୍ଲାନର ଦାମ୍‌ ବୃଦ୍ଧି କରିଛି । ଏହାର ପ୍ରଭାବ ସମସ୍ତ ଉପଭୋକ୍ତାଙ୍କ ଉପରେ ପଡିଛି । ମାତ୍ର ଜିଓର ଏଭଳି ଏକ ଶସ୍ତା ପ୍ଲାନ୍‌ ବିଷୟରେ ଜାଣନ୍ତୁ ଯେଉଁଥିରେ ଉପଭୋକ୍ତା କଲିଂ, … Continue reading ଏବେ ବି ଅଛି ଜିଓର ଏହି ଶସ୍ତା ପ୍ଲାନ୍‌; ଦାମ୍‌ ମାତ୍ର ଏତିକି, ଦିନକୁ ମିଳିବ ଏତିକି ଡାଟା..