www.samajalive.in
Saturday, December 6, 2025
23.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଆଜି ହେରା ପଞ୍ଚମୀ ..

କାଳିଆ ଠାକୁରଙ୍କୁ ଫେରାଇ ଆଣିବାକୁ ଗୁଣ୍ଡିଚା ମନ୍ଦିର ଯିବେ ଅଭିମାନିନୀ ମାଆ ମହାଲକ୍ଷ୍ମୀ..

- Advertisement -

ବାଟରେ ଫେରିବାବେଳେ ଭାଙ୍ଗିବେ ମହାପ୍ରଭୁଙ୍କ ରଥ, ହେରାପଞ୍ଚମୀ ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ..

ଭୁବନେଶ୍ଵର: ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ପ୍ରାୟତଃ ଖୋଲିବା ସ୍ପଷ୍ଟ ବୋଲି କହିଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ..

ଭଦ୍ରକ: ନକଲି ଜର୍ଦ୍ଦା କାରଖାନା ଠାବ..

୬୫ଲକ୍ଷର ନକଲି ଜର୍ଦ୍ଦା ଜବତ କରିଛି ପୁଲିସ..

ପୁରୁଣାବଜାର ଥାନା ହେଲାସାହିରୁ ଜବତ କଲା ପୁଲିସ..

ସାବଧାନ୍ ; ଗୁପ୍‌ଚୁପ୍ ଖାଇଲେ ହୋଇପାରେ କର୍କଟ..

ରାଜ୍ୟରେ ଚଳିତ ବର୍ଷ ମୋଟ୍‌ ୪୮୮ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଜନସ୍ଵାସ୍ଥ୍ୟ ନିର୍ଦେଶକ ଡା. ନୀଳକଣ୍ଠ ମିଶ୍ରଙ୍କ ସୂଚନା..

ପହଣ୍ଡି ବେଳେ ପ୍ରଭୁ ବଳଭଦ୍ର ପଡ଼ିଯିବା ଘଟଣା: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ..

ନିଟ୍‌-ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାର ଶୁଣାଣି ..

ସର୍ବୋଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି କରିଥିବାବେଳେ ରାୟକୁ ସଂରକ୍ଷିତ ରଖିଛନ୍ତି..

ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ୧୮ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି..

ରାଜଧାନୀରେ ୬ ମାସରେ ୩୬କୋଟି ଲୁଟିଛନ୍ତି ସାଇବର ଲୁଟେରା..

ଏପର୍ଯ୍ୟନ୍ତ ଗିରଫ ୨୧ ଜଣଙ୍କ ମଧ୍ୟରେ ୫ ଅନ୍ତଃରାଜ୍ୟ ଠକ..

ପୁଲିସ୍ କମିଶନରଙ୍କ ସୂଚନା ଠକେଇର ଶିକାର ହୋଇଥିବା ଲୋକଙ୍କୁ ୪୬ ଲକ୍ଷ ଟଙ୍କା ଫେରସ୍ତ..

ମଙ୍ଗଳଙ୍କ ରାଶି ପରିବର୍ତ୍ତନ ; ଚମକାଇବେ ଏହି ୫ ରାଶିଙ୍କ ଭାଗ୍ୟ, ଦେବେ ଧନ, ଚାକିରି, ସଫଳତା..

ମାଓବାଦୀଙ୍କ ବର୍ବରକାଣ୍ଡ: ମାଲକାନଗିରିରେ ପୁଲିସ୍ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା..

ଅନ୍ୟ ଦୁଇ ଯୁବକଙ୍କୁ ନିର୍ଧୁମ୍ ମାଡ ମାରି ଗୁରୁତର..

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories