ସାବଧାନ୍ ; ଗୁପ୍‌ଚୁପ୍ ଖାଇଲେ ହୋଇପାରେ କର୍କଟ..

ନୂଆଦିଲ୍ଲୀ ; ଖାଦ୍ୟ ନିରାପତ୍ତା ଓ ମାନକ କର୍ତ୍ତୃପକ୍ଷ (ଏଫଏସଏସଏଆଇ)ଙ୍କ ଦ୍ୱାରା କରାଯାଇଥିବା ଏକ ଯାଞ୍ଚରୁ ଜଣାପଡିଛି ଯେ, ସାରା କର୍ଣ୍ଣାଟକ ରାଜ୍ୟରୁ ନିଆଯାଇଥିବା ଗୁପ୍‌ଚୁପ୍ ନମୁନାରୁ ପ୍ରାୟ ୨୨% ନମୁନାରେ କର୍କଟ ରୋଗ ସୃଷ୍ଟି କରୁଥିବା ତତ୍ତ୍ୱ ମିଳିଛି । ଏହି ଘଟଣା ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା କବାବ, କୋବି ମଞ୍ଚୁରିୟନ ଓ କିଛି ସ୍ୱତନ୍ତ୍ର ମିଠାରେ ଅପ୍ରାକୃତିକ ରଙ୍ଗ ବ୍ୟବହାରରେ ବ୍ୟାନ୍ ଲଗାଯିବାର କିଛି ଦିନ ପରେ ସାମ୍ନାକୁ ଆସିଥିଲା। ନିକଟରେ ଏଫଏସଏସଏଆଇ … Continue reading ସାବଧାନ୍ ; ଗୁପ୍‌ଚୁପ୍ ଖାଇଲେ ହୋଇପାରେ କର୍କଟ..