www.samajalive.in
Saturday, December 6, 2025
17.1 C
Bhubaneswar

ଦେଖନ୍ତୁ ଭିଡିଓ ; ବର୍ଷାରେ ନାଚୁଥିଲେ ଯୁବତୀ, ହଠାତ୍ ମାରିଲା ବିଜୁଳି, ଆଉ ତା’ପରେ..

ନୂଆଦିଲ୍ଲୀ : ଯୁବପିଢି ସୋସିଆଲ ମିଡିଆରେ ଭାଇରାଲ୍ ହେବା ପାଇଁ ରିଲ୍ସ ଓ ଭିଡିଓ କରିବାର ନିଶା ଲଗାତର ବୃଦ୍ଧି ପାଉଥିବା ଦେଖାଯାଉଛି। ପରସ୍ପରକୁ ଦେଖି ଲୋକେ ଭିନ୍ନ ଭିନ୍ନ ଭିଡିଓ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ଲୋକପ୍ରିୟତା ହାସଲ ପାଇଁ ଏହା ସହଜ ଉପାୟ ଭାବି ଭିଡିଓ କରୁଛନ୍ତି। ମାତ୍ର ରିଲ୍ସ କରିବା ସମୟରେ ଅଧିକାଂଶ ସାବଧାନ ନହୋଇ ନିଜ ଜୀବନକୁ ବିପଦରେ ପକାଉଥିବା ଦେଖାଯାଉଛି। ଏଥିପାଇଁ ଅନେକ ମୃତ୍ୟୁ ମୁଖରେ ମଧ୍ୟ ପଡୁଛନ୍ତି। ନିକଟରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଭୟରେ ଛାତି ଥରି ଉଠିବ।

ବାସ୍ ଗୋଟିଏ ସରଳ ଉପାୟ; ତକିଆ ତଳେ ରଖି ଦିଅନ୍ତୁ ; ଧନ ଅଭାବ ଠାରୁ ଦୂର ହେବ ରାହୁଙ୍କ ପ୍ରଭାବ..

- Advertisement -

ଦୀର୍ଘ ଦିନ ପରେ ମଙ୍ଗଳବାର ଓ ବୁଧବାର ସୀତାମରହୀ ଜିଲାରେ ବର୍ଷା ହୋଇଛି। ବର୍ଷାରେ ମଧ୍ୟ ଯୁବକ ଯୁବତୀଙ୍କ ରିଲ୍ସ କରିବାର ନିଶା ଦେଖାଯାଉଛି। ଜଣେ ଯୁବତୀ ଛାତ ଉପରେ ବର୍ଷାରେ ନାଚୁଥିବା ସହ ବର୍ଷାର ମଜା ନେଉଥିଲେ। ସେ ନାଚୁ ଥିବା ସମୟରେ ତାଙ୍କ ବନ୍ଧୁ ଭିଡିଓ ରେକର୍ଡ କରୁଥିଲେ। ହଠାତ୍ ନିକଟରେ ବିଜୁଳି ସେଠାରେ ମାରୁଛି। ସୌଭାଗ୍ୟବଶତଃ ଯୁବତୀଙ୍କ ଉପରେ ବିଜୁଳି ପଡି ନାହିଁ। ତାଙ୍କ ଜୀବନ ବଞ୍ଚି ଯାଇଛି। କୌଣସି କ୍ଷତି ହୋଇ ନାହିଁ।

ଜୁଲାଇ ମାସରେ ଏହି ରାଶିଙ୍କ ଆଉ ରହିବନି ଚିନ୍ତା ; ଖାଲି ମିଳିବ ଧନ, ଚମକିବ ଭାଗ୍ୟ..

ଏହି ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି। ଯେଉଁଥିରେ ବର୍ଷା ବଜ୍ରପାତରେ ରିଲ୍ସ କରିବା ଜୀବନ ପ୍ରତି କେତେ ବିପଦ ଦେଖାଯାଇଛି। ଭିଡିଓ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories