ଜୁଲାଇ ମାସରେ ଏହି ରାଶିଙ୍କ ଆଉ ରହିବନି ଚିନ୍ତା ; ଖାଲି ମିଳିବ ଧନ, ଚମକିବ ଭାଗ୍ୟ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବର୍ଷ ୨୦୨୪ର ଜୁଲାଇ ମାସରେ ଅନେକ ଗ୍ରହ ରାଶି ପରିବର୍ତ୍ତନ କରୁଛନ୍ତି। ଜୁଲାଇ ମାସ ଆରମ୍ଭ ହେବା ପୂର୍ବରୁ ବୁଧ ଓ ଶୁକ୍ର ଉଦୟ ହୋଇଛନ୍ତି। ସେହିପରି ଜୁଲାଇ ମାସରେ ଶୁକ୍ର ରାଶି ପରିବର୍ତ୍ତନ କରି ଚନ୍ଦ୍ରମାଙ୍କ ରାଶି କର୍କଟରେ ପ୍ରବେଶ କରିବେ। ଏହାସହ ଗ୍ରହଙ୍କ ରାଜା ସୂର୍ଯ୍ୟ ଦେବତା କର୍କଟ ରାଶିରେ ପ୍ରବେଶ କରିବେ। ଜାଣନ୍ତୁ ଜୁଲାଇ ମାସରେ କେଉଁ ୫ ରାଶିଙ୍କ ଭାଗ୍ୟ ବଦଳିବ। ବୃଷ – ଏହି ରାଶି … Continue reading ଜୁଲାଇ ମାସରେ ଏହି ରାଶିଙ୍କ ଆଉ ରହିବନି ଚିନ୍ତା ; ଖାଲି ମିଳିବ ଧନ, ଚମକିବ ଭାଗ୍ୟ..