www.samajalive.in
Sunday, December 7, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; ଛାତ୍ରଙ୍କ ଉତ୍ତର ଖାତା ଦେଖି ଶିକ୍ଷକଙ୍କୁ ଲାଗିଲା ବଡ ଝଟକା, ହୃତପିଣ୍ଡର ଚିତ୍ର କରି ଲେଖିଲେ ଏମିତି..

ନୂଆଦିଲ୍ଲୀ : ଅନେକ ସମୟରେ ଏପରି କିଛି ଘଟଣା ସାମ୍ନାକୁ ଆସିଥାଏ। ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ। ନିକଟରେ ସ୍କୁଲରେ ପାଠ ପଢୁଥିବା ଜଣେ ଛାତ୍ରଙ୍କ ଉତ୍ତର ଖାତା ବେଶ ଭାଇରାଲ୍ ହେବା ସହ ଏବେ ଚ ର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ ଉତ୍ତର ଖାତା ପଢି ଶିକ୍ଷକଙ୍କୁ ଯେପରି ୪୪୦ ଭୋଲ୍ଟର କରେଣ୍ଟ ଲାଗିଛି। ପରୀକ୍ଷା ଖାତାରେ ହୃତପିଣ୍ଡର ଚିତ୍ର କରି ଏହାର ବିିଭିନ୍ନ ଅଂଶରେ ନାମ ଓ ଏହାର କାର୍ଯ୍ୟ ସ୍ଥାନରେ ଏପରି କିଛି ଲେଖିଥିଲେ ଯାହାକୁ ଦେଖି ବିଶ୍ୱାସ କରି ହେବ ନାହିଁ କିମ୍ବା ନିଜ ହସକୁ ମଧ୍ୟ ରୋକି ପାରିବେ ନାହିଁ।

- Advertisement -

ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଏହି ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଜଣେ ଛାତ୍ରର ଉତ୍ତର ଖାତା ଦେଖିପାରିବେ। ମାତ୍ର ଏହା ସତ ଉତ୍ତର ଖାତା କିମ୍ବା ତିଆରି ହୋଇଛି, ତାହାର ସ୍ପଷ୍ଟତା ମିଳି ପାରି ନାହିଁ। ପରୀକ୍ଷାରେ ହୃତପିଣ୍ଡର ଚିତ୍ର କରି ଏହା ବିଷୟରେ ବର୍ଣ୍ଣନା କରାଯିବା ପାଇଁ ପ୍ରଶ୍ନ ରହିଛି। ଛାତ୍ର ଜଣକ ହୃତପିଣ୍ଡର ଚିତ୍ର ଭଲ ଭାବେ ତିଆରି କରିଛନ୍ତି। ମାତ୍ର ଏହାର କାର୍ଯ୍ୟ ବିଷୟରେ ଯାହା ଲେଖିଛନ୍ତି ଯାହା ବିଶ୍ୱାସ କରି ପାରିବେ ନାହିଁ।

ଜୁନ୍ ୨୨ରୁ ଏହି ରାଶିଙ୍କର ଆଉ ଚିନ୍ତା ନାହିଁ, ଖୋଲିବ ବନ୍ଦ ଭାଗ୍ୟର ତାଲା..

ହୃତପିଣ୍ଡର ଅଂଶରେ ବର୍ଣ୍ଣନା କରି ନିଜର ଭିନ୍ନ ଭିନ୍ନ ବାନ୍ଧବୀଙ୍କ ନାମ ଲେଖିଛନ୍ତି। ଝିଅ ମାନଙ୍କ ନାମ ଲେଖିବା ସହ ସେମାନଙ୍କ ସହ କେଉଁ ସୋସିଆଲ ମିଡିଆରେ କଥା ହୁଅନ୍ତି, ତାହା ମଧ୍ୟ ବର୍ଣ୍ଣନା କରିଛନ୍ତି। ଭିଡିଓକୁ ଦେଖି ଲୋକେ ନିଜ ହସକୁ ରୋକି ପାରି ନାହାଁନ୍ତି।

ନିଆଁ ଲାଗିବା ପୂର୍ବରୁ ଏସିରୁ ମିଳେ ଏସବୁ ସଙ୍କେତ; ଏମିତି ଜାଣନ୍ତୁ, ଖୁବ୍ ସହଜ..

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories