ଜୁନ୍ ୨୨ରୁ ଏହି ରାଶିଙ୍କର ଆଉ ଚିନ୍ତା ନାହିଁ, ଖୋଲିବ ବନ୍ଦ ଭାଗ୍ୟର ତାଲା..

ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରି ଥାଆନ୍ତି। ଏହାଦ୍ୱାରା ବିଭିନ୍ନ ପ୍ରକାର ସଂଯୋଗ ଓ ଯୋଗ ସୃଷ୍ଟି ହୋଇଥାଏ। ଏହାର ଶୁଭ ଓ ଅଶୁଭ ପ୍ରଭାବ ରାଶି ମାନଙ୍କ ଉପରେ ପଡିଥାଏ। ଜୁନ୍ ୨୨ରେ ଏଭଳି ହିଁ ଏକ ସ୍ଥିତି ସୃଷ୍ଟି ହେଉଛି। ୨୨ ଜୁନ୍ ଜ୍ୟେଷ୍ଠ ପୂର୍ଣ୍ଣିମା। ଜ୍ୟେଷ୍ଠ ପୂର୍ଣ୍ଣିମାରେ ଶୁକ୍ଳ ଯୋଗ ଓ ଶୁଭ ଯୋଗ ସୃଷ୍ଟି ହେଉଛି। ଏହା ବ୍ୟତୀତ ଶୁକ୍ରାଦିତ୍ୟ,ବୁଦ୍ଧାଦିତ୍ୟ ଯୋଗ ମଧ୍ୟ ରହିବ। ଏହାଦ୍ୱାରା କିଛି ସ୍ୱତନ୍ତ୍ର … Continue reading ଜୁନ୍ ୨୨ରୁ ଏହି ରାଶିଙ୍କର ଆଉ ଚିନ୍ତା ନାହିଁ, ଖୋଲିବ ବନ୍ଦ ଭାଗ୍ୟର ତାଲା..