www.samajalive.in
Saturday, December 6, 2025
15.1 C
Bhubaneswar

କଣ୍ଟେନର-ଟାଟା ସଫାରୀ ମୁହାଁମୁହିଁ ଧକ୍କା; ୫ ମୃତ

ଜୟପୁର : ଚୁରୁ-ହନୁମାନଗଡ ମେଗା ହାଇୱେରେ କଣ୍ଟେନର ଓ ଟାଟା ସଫାରୀ ଗାଡି ଧକ୍କା ହୋଇ ୫ ଜଣଙ୍କ ମୃତ୍ୟୁ ଘଟିଛି। କଣ୍ଟେନର ଚାଳକ ସମେତ ୨ ଜଣ ଗଭୀର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଚୁରୁ ଜିଲାରେ ସରଦାରସହରରେ ଘଟିଛି।
ମିଳିଥିବା ସୂଚନାନୁଯାୟୀ, ଟାଟା ସଫାରୀ ଗାଡିରେ ଥିବା ଯାତ୍ରୀ ସରଦାରସହରରୁ ହନୁମାନଗଡ ଅଭିମୁଖେ ଯାଉଥିଲେ। ବିପରୀତ ଦିଗରୁ ଆସୁଥିବା କଣ୍ଟେନର ସହ ଟାଟା ସଫାରୀ ମୁହାଁମୁହିଁ ଧକ୍କା ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ଦେଖନ୍ତୁ ଭିଡିଓ; ନାଗସାପ ଛୁଆକୁ ଆଉଁସୁଥିଲେ ଯୁବକ, ତା’ପରେ..

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories