www.samajalive.in
Sunday, December 14, 2025
15.1 C
Bhubaneswar

୨୦୨୫ ପୂର୍ବରୁ ଏହି ରାଶିଙ୍କୁ କୋଟିପତି କରିବେ ଶନି ଦେବତା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଦେବତାଙ୍କୁ ନ୍ୟାୟର ଦେବତା ଓ କର୍ମଫଳଦାତା କୁହାଯାଏ। ଅର୍ଥାତ ଶନି କର୍ମ ଅନୁଯାୟୀ ଫଳ ପ୍ରଦାନ କରି ଥାଆନ୍ତି। ଭୁଲ୍ କାମ କଲେ ଶନି ଦେବତା ଅସନ୍ତୁଷ୍ଟ ହେବା ସହ କ୍ରୋଧ କରି ଥାଆନ୍ତି। ଭଲ କର୍ମର ଶୁଭ ଫଳ ପ୍ରଦାନ କରି ଥାଆନ୍ତି। ଶନି ଦେବତା ୨୯ ଜୁନ୍ ୨୦୨୪ରେ କୁମ୍ଭ ରାଶିରେ ଚଳନ କରିବା ସହ ବକ୍ରୀ ହେବାକୁ ଯାଉଛନ୍ତି। ଶନିଙ୍କ ବକ୍ରୀ ଚଳନ ୨୦୨୫ରେ ମଧ୍ୟ ରହିବ।

ଶନି ବକ୍ରୀ ହେବା ପରେ ରାଶି ଉପରେ ଏହାର ଉଭୟ ଶୁଭ ଓ ଅଶୁଭ ପ୍ରଭାବ ପକାଇବ। କିଛି ରାଶି ପାଇଁ ଏହା ଅତ୍ୟନ୍ତ ଶୁଭଙ୍କର। ଏମାନେ ଖୁବ୍ ଧନ ରୋଜଗାର କରିବେ। ବର୍ଷ ୨୦୨୫ କିମ୍ବା ତା’ ପୂର୍ବରୁ ମଧ୍ୟ ଶନିଙ୍କ କୃପାରୁ ଏହି ରାଶି ମାନେ ମାଲାମାଲ୍ ହେବେ। ଜାଣନ୍ତୁ..

- Advertisement -

ମେଷ – ଶନିଙ୍କ ବକ୍ରୀ ହେବା ମେଷ ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭ ଫଳ ପ୍ରଦାନ କରିବ। ଏମାନଙ୍କ ଆୟରେ ବୃଦ୍ଧି ହେବ। ଆର୍ଥିକ ସ୍ଥିତିରେ ଶୁଭ ପରିବର୍ତ୍ତନ ହେବ। ଆୟର ନୂଆ ରାସ୍ତା ସାମ୍ନାକୁ ଆସିବ। ଜୀବନଶୈଳୀ ଉନ୍ନତ ହେବ। ସୁଖସମୃଦ୍ଧି ବୃଦ୍ଧି ହେବ। କର୍ମକ୍ଷେତ୍ର ଓ ବ୍ୟବସାୟରେ ଲାଭ ମିଳିବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ଟଙ୍କା ନିବେଶ କରି ଲାଭବାନ୍ ହେବେ।

ବୃଷ – ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭଙ୍କର। କର୍ମକ୍ଷେତ୍ରରେ ଉନ୍ନତି ହେବା ସହ ମନପସନ୍ଦର ଚାକିରି ମିଳିବ। ଉଚ୍ଚ ପଦ, ପ୍ରତିଷ୍ଠା ମିଳିବ। ନୂତନ ଚାକିରି ମିଳିବ। ବ୍ୟବସାୟରେ ଅତ୍ୟନ୍ତ ଲାଭ ମିଳିବ। କର୍ମକ୍ଷେତ୍ରରେ ସଫଳତା, ପ୍ରସିଦ୍ଧି ମିଳିବ। ଆର୍ଥିକ ଲାଭ ମିଳିବ। ସମ୍ପର୍କ ମଜଭୁତ ହେବ।

ସବୁବେଳେ ପାଇବେ ଥଣ୍ଡା ଥଣ୍ଡା ପବନ; ବଜାରକୁ ଆସିଗଲା ଲକେଟ୍ ଏସି, ଦାମ୍ ଏତିକି..

ମକର – ମକର ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶନିଙ୍କ ଚଳନ ଖୁବ୍ ଶୁଭଙ୍କର। ଧନ ଲାଭର ଗୋଟିଏ ପରେ ଯୋଗ ରହିଛି। ଆର୍ଥିକ ସ୍ଥିତି ଉନ୍ନତି ହେବ। ପଦନ୍ନୋତି ସହ ଦରମା ବୃଦ୍ଧି ହେବ। ବାଣୀ ପାଇଁ ସଫଳତା ମିଳିବ। ଜୀବନସାଥୀ ସହ ଉତ୍ତମ ସମୟ ଅତିବାହିତ କରିବେ। ସନ୍ତାନ ସୁଖ ପ୍ରାପ୍ତ ହେବ। ନୂତନ ଯାନ କିମ୍ବା ଭୂମି କିଣି ପାରିବେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories