ସବୁବେଳେ ପାଇବେ ଥଣ୍ଡା ଥଣ୍ଡା ପବନ; ବଜାରକୁ ଆସିଗଲା ଲକେଟ୍ ଏସି, ଦାମ୍ ଏତିକି..

ଖରାଦିନେ ସାରା ଦେଶରେ ଭୀଷଣ ଗରମ ସହ ଅସହ୍ୟ ଗୁଳୁଗୁଳି ହୋଇଥାଏ। ପାହାଡିଆ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ମଧ୍ୟ ଏଥିରୁ ତ୍ରାହି ମିଳେ ନାହିଁ। ଖରାର ପ୍ରଭାବରୁ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ଉପାୟ ଆପଣାଇ ଥାଆନ୍ତି। ଖରାରୁ ରକ୍ଷା ପାଇବା ପାଇଁ ବଜାରରେ ବିଭିନ୍ନ ଜିନିଷ ଉବଲବ୍ଧ। ଯାହା ଆପଣଙ୍କୁ ଖରାର ପ୍ରଭାବରୁ ରକ୍ଷା କରି ପାରିବ। ଏବେ ଏଭଳି ଏକ ପ୍ରକାର ଏସି ଆସି ଯାଇଛି, ଯାହାକୁ ଲକେଟ୍ ଭଳି ପିନ୍ଧି … Continue reading ସବୁବେଳେ ପାଇବେ ଥଣ୍ଡା ଥଣ୍ଡା ପବନ; ବଜାରକୁ ଆସିଗଲା ଲକେଟ୍ ଏସି, ଦାମ୍ ଏତିକି..