ରାଜ୍ୟରେ ଅଂଶୁଘାତ ନେଲାଣି ୪୧ ଜୀବନ
ଭୁବନେଶ୍ୱର : ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୪୧ରେ ପହଞ୍ଚିଛି। ଏନେଇ ଏସଆରସିଙ୍କ ରିପୋର୍ଟରେ ଉଲ୍ଲେଖ ରହିଛି। ଅନ୍ୟ ୭୩ ଜଣଙ୍କ ମୃତ୍ୟୁର ତଦନ୍ତ ଚାଲିଛି। କିଛି ମୃତଦେହକୁ ପରିବାର ଲୋକେ ବ୍ୟବଚ୍ଛେଦ ନକରି ନେଇ ଯାଉଛନ୍ତି। ଜୁନ୍ ୯ରେ ୧୬ଟି ଅଂଶୁଘାତ ମାମଲା ସାମ୍ନାକୁ ଆସିଛି। ଚଳିତ ବର୍ଷ ଏଯାଏଁ ୨୨୬୯ ଅଂଶୁଘାତ ରୋଗୀ ଚିକିତ୍ସା ପାଇଛନ୍ତି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। ପୂର୍ବରୁ ୧୫୧ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।
ସବୁବେଳେ ଏସିରେ ରହିଲେ ତ୍ୱଚା ଉପରେ ପଡେ କି କି ପ୍ରଭାବ: କେମିତି ପାଇବେ ରକ୍ଷା..
Comments are closed.