ସବୁବେଳେ ଏସିରେ ରହିଲେ ତ୍ୱଚା ଉପରେ ପଡେ କି କି ପ୍ରଭାବ: କେମିତି ପାଇବେ ରକ୍ଷା..

ଭୀଷଣ ଖରା, ଅସହ୍ୟ ଗରମ, ଖରାର ପ୍ରଭାବରୁ ରକ୍ଷା ପାଇବା ପାଇଁ ଲୋକେ ଏସି ଉପରେ ନିର୍ଭରଶୀଳ। ଘର ଠାରୁ ଆରମ୍ଭ କରି କାର୍ଯ୍ୟାଳୟରେ ଏସି ସର୍ବଦା ଚାଲିଥାଏ। ଏହାର ଥଣ୍ଡା ପବନ ଆମକୁ ଖରାର ପ୍ରଭାବରୁ ଅନୁଭୂତ ହେଉଥିବା ଗରମରୁ ଆଶ୍ୱସ୍ତି ଦେଇଥାଏ। ମାତ୍ର ଆପଣ ଜାଣନ୍ତି କି, ଏହା ତ୍ୱଚା ଉପରେ କି ପ୍ରଭାବ ପକାଇଥାଏ। ଅଧିକ ସମୟ ପର୍ଯ୍ୟନ୍ତ ଏସିର ପବନରେ ରହିବା ଦ୍ୱାରା ତ୍ୱଚା ପାଇଁ କ୍ଷତିକାରକ ହୋଇଥାଏ। ଜାଣନ୍ତୁ.. ଏସିର … Continue reading ସବୁବେଳେ ଏସିରେ ରହିଲେ ତ୍ୱଚା ଉପରେ ପଡେ କି କି ପ୍ରଭାବ: କେମିତି ପାଇବେ ରକ୍ଷା..