www.samajalive.in
Friday, December 5, 2025
17.1 C
Bhubaneswar

ଦେଖନ୍ତୁ ଭିଡିଓ ; ବାଇକରେ ଯାଉଥିଲେ ଯୁବକ, ନା ଥିଲା ହେଲମେଟ୍, ନମ୍ବରପ୍ଲେଟ୍, ତଥାପି କଟିଲାନି ଚାଲାଣ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭଳିକି ଭଳି ଭିଡିଓ ଭାଇରାଲ ହୋଇଥାଏ। ଏହା ଆଶ୍ଚର୍ଯ୍ୟ ମଧ୍ୟ କରିଥାଏ। କିଛି ଭିଡିଓକୁ ଦେଖି ବିଶ୍ୱାସ କରି ପାରିବେ ନାହିଁ। ଭିଡିଓରେ ପୁଲିସ କର୍ମୀଙ୍କ ସହ କିଛି ଏପରି ହେଉଛି, ଯାହାକୁ ଦେଖି ବିଶ୍ୱାସ କରିବେ ନାହିଁ। ଜଣେ ବାଇକ୍ ଆରୋହୀ ସଭିଁଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଏହି ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି।


ଭାଇରାଲ ଭିଡିଓରେ ଦେଖିପାରିବେ, ଜଣେ ଯୁବକ ବାଇକରେ ଯାଉଥିବା ବେଳେ ତାଙ୍କ ସାମ୍ନାକୁ ଜଣେ ପୁଲିସ କର୍ମଚାରୀ ଆସି ଅଟକାଉଛନ୍ତି। ସେ ବାଇକ ଚାଳକଙ୍କୁ ଅଟକାଉଛନ୍ତି। ଭିଡିଓରେ ଦେଖିପାରିବେ ବାଇକରେ କୌଣସି ନମ୍ବର ପ୍ଲେଟ ନାହିଁ। ବାଇକ ଚଲାଉଥିବା ଯୁବକ ଜଣକ ହେଲମେଟ୍ ମଧ୍ୟ ପିନ୍ଧି ନାହାଁନ୍ତି। ଏହାର ଅର୍ଥ ପୁଲିସ ନିଶ୍ଚୟ ଜୋରିମାନା ଆଦାୟ କରିବ। ଭିଡିଓ ଦେଖି ପ୍ରଥମେ ଜଣେ ଏହା ହିଁ ଭାବିବ। ମାତ୍ର ଆଗକୁ ଯାହା ଘଟିଛି, ତାହା ପୁଲିସ କର୍ମୀଙ୍କ ଠାରୁ ଆରମ୍ଭ କରି ସଭିଁଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଭିଡିଓରେ ଦେଖିପାରିବେ ବୁଲେଟରେ ସାଇକେଲ ପେଡାଲ ଯୋଡା ଯାଇଛି। ଯାହାକୁ ଦେଖି ପୁଲିସ ମଧ୍ୟ କାବା ହୋଇ ଯାଇଛନ୍ତି।

୩୦ ବର୍ଷ ପରେ ବିଶେଷ ରାଜଯୋଗ; ଏହି ରାଶିଙ୍କ ଚମକିବ ଭାଗ୍ୟ..

- Advertisement -

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories