ବଦଳୁଛି ଟ୍ରେଣ୍ଡ: ୭୦ସିଟରେ ଆଗୁଆ ବିଜେପି

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଆସନରେ କାଉଣ୍ଟିଂ ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ଆଗରେ ରହିଛି। ବର୍ତ୍ତମାନ ସୁଦ୍ଧା ବିଧାନସଭା ଆସନରେ
ବିଜେପି- ୭୦
ବିଜେଡି- ୬୧
କଂଗ୍ରେସ- ୧୩
ଅନ୍ୟାନ୍ୟ- ୦୩ ସିଟ୍‌‌ରେ ଆଗୁଆ।

Comments are closed.