www.samajalive.in
Sunday, December 7, 2025
26.1 C
Bhubaneswar

୩୯ ହଜାର ଭୋଟ ପଛରେ ସ୍ମୃତି ଇରାନୀ

ସମାଜ ଡିଜିଟାଲ ଡେସ୍କ: ଆମେଠିରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ପଛରେ ପଡ଼ିଯାଇଛନ୍ତି। ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ କିଶୋରୀଲାଲଙ୍କଠାରୁ ସ୍ମୃତି ଇରାନୀ ୩୯ ହଜାର ୧୪୭ ଭୋଟ ପଛରେ ରହିଛନ୍ତି।

ଉତ୍ତରପ୍ରଦେଶର ଆମେଠି ଲୋକସଭା ଆସନ ସର୍ବଦା ଚର୍ଚ୍ଚାରେ ରହିଆସିଛି। ଗତଥର ଏଠାରେ ସ୍ମୃତି ଇରାନୀଙ୍କ ବିପକ୍ଷରେ ରାହୁଲ ଗାନ୍ଧୀ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିଲେ। ଚଳିତ ଥର କଂଗ୍ରେସ ପ୍ରାର୍ଥୀ ବଦଳାଇ କିଶୋରୀଲାଲଙ୍କୁ ପ୍ରାର୍ଥୀ କରିଥିଲା। ମଙ୍ଗଳବାର ଭୋଟ ଗଣତି ଜାରି ରହିଥିବାବେଳେ କିଶୋରୀଲାଲ ୧ ଲକ୍ଷ ୨୭ ହଜାର ୧୧୩ ଖଣ୍ଡ ଭୋଟ ପାଇ ଆଗରେ ରହିଛନ୍ତି। ସେହିପରି ସ୍ମୃତି ଇରାନୀ ୮୭ ହଜାର ୯୬୬ ଭୋଟ ପାଇଛନ୍ତି। ବିଏସପି ପ୍ରାର୍ଥୀ ୮୬୩୮ ଭୋଟ ପାଇ ୩ୟ ସ୍ଥାନରେ ରହିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories