www.samajalive.in
Saturday, December 6, 2025
15.1 C
Bhubaneswar

କେନ୍ଦୁଝରରେ ଭୋଟ୍ ଗଣତି ଆରମ୍ଭ

କେନ୍ଦୁଝର ସଦର :  କେନ୍ଦୁଝର ସ୍ଥିତ ଓ.ଏସ.ଏମ.ଇ ଠାରେ ଭୋଟ୍ ଗଣତି  ଆରମ୍ଭ ହୋଇଛି । ଏଠାରେ କେନ୍ଦୁଝର ଓ ତେଲକୋଇ ବିଧାନସଭା କ୍ଷେତ୍ର ସହିତ କେନ୍ଦୁଝର ସଂସଦୀୟ କ୍ଷେତ୍ର ପାଇଁ ମଧ୍ୟ  ଭୋଟ ଗଣତି ହେଉଛି । ଗଣତି ପାଇଁ ୧୪ ଗୋଟି ଟେବୁଲ ର ବ୍ୟବସ୍ଥା କରାଯାଇଛି । ଦଳୀୟ ଏଜେଣ୍ଟ ମାନେ ମଧ୍ୟ ନିଜ ନିଜ ର ପରିଚୟ ପତ୍ର ନେଇ ଗଣନା କେନ୍ଦ୍ର ମଧ୍ୟକୁ ପ୍ରବେଶ କରିଛନ୍ତି । ସକାଳ ୮ଟାରୁ  ପ୍ରଥମେ ପୋଷ୍ଟାଲ ବଲାଟ ପେପର ଗଣନା ଆରମ୍ଭ ହୋଇଛି । ଏହା ପରେ ଇଭିଏମ  ଗଣତି ଆରମ୍ଭ ହେବ । ଶାନ୍ତି ଶୃଙ୍ଖଳା ଦୃଷ୍ଟି ରୁ ପ୍ରଶାସନ ତରଫରୁ ଗଣନା କେନ୍ଦ୍ର ର ଚତୁର୍ପାଶ୍ୱ ରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories