www.samajalive.in
Saturday, December 6, 2025
14.1 C
Bhubaneswar

ଓଡିଶାରେ କିଏ ଗଢିବ ସରକାର, ଆଜି ଆସିବ ଫଳାଫଳ : ସକାଳ ୮ରୁ ଗଣତି ଆରମ୍ଭ

ଭୁବନେଶ୍ଵର: ଆଶା ଆଶଙ୍କାରେ ନେତା।  ସବୁ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ଆଜି ଆସିବ ଜନାଦେଶ। ଓଡିଶାରେ ଏଥର କାହାର ସରକାର? ବିଧାନସଭାରେ କିଏ ମାରିବ ବାଜି ? ସବୁ ଆଲୋଚନା ପର୍ଯ୍ୟାଲୋଚନାରେ ଯବନୀକା ପଡିବାକୁ ଯାଉଛି। ସକାଳ ୮ଟାରୁ ଆରମ୍ଭ ହେବାକୁ ଯାଉଛି ଗଣତି। ଏ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରଥମେ ପୋଷ୍ଟାଲ ବାଲାଟ ଓ ପରେ ଇଭିଏମ୍ ଗଣତି ହେବ । ରାଜ୍ୟର ୭୦ଟି କେନ୍ଦ୍ରରେ ଗଣତି ହେବ।  ତେବେ ବିଜେଡି-ବିଜେପି ଏବଂ କଂଗ୍ରେସ ମଧ୍ୟରୁ କେଉଁ ଦଳ କେତେ ଆସନ ଜିତୁଛି, ତାହା ଉପରେ ପୁରା ରାଜ୍ୟବାସୀଙ୍କ ନଜର ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories