www.samajalive.in
Sunday, December 14, 2025
19.1 C
Bhubaneswar

ଫ୍ଲିପକାର୍ଟରେ ଶସ୍ତାରେ ମିଳୁଛି ୱାନ୍ ପ୍ଲସ୍ ୧୨ଆର..

ନୂଆଦିଲ୍ଲୀ : ୱାନ୍ ପ୍ଲସ୍ ୧୨ଆର କମ୍ପାନୀର ଏକ ଲେଟେଷ୍ଟ ଫୋନ୍। ଯାହାକୁ ନିକଟରେ ହିଁ ଲଞ୍ଚ କରାଯାଇଥିଲା। ବର୍ତ୍ତମାନ ଏହି ଫୋନକୁ ଶସ୍ତାରେ କିଣିବା ପାଇଁ ସୁଯୋଗ ଆସିଛି।
ଏହି ଫୋନ୍ ଫ୍ଲିପକାର୍ଟରେ ଡିସକାଉଣ୍ଟ ସହ ତାଲିକାରେ ରହିଛି। ଏହାସହ ଏଥିରେ ବ୍ୟାଙ୍କ ଅଫର୍ ମଧ୍ୟ ରହିଛି।
ୱାନ୍ ପ୍ଲସ୍ ୧୨ଆର (୮ଜି+୧୨୮ଜିବି)କୁ ୱାନ୍ ପ୍ଲସର ଅଫିସିଆଲମ୍ ୱେବସାଇଟରେ ୩୯,୯୯୯ ଟଙ୍କା ତାଲିକାରେ ରହିଛି। ମାତ୍ର ଫ୍ଲିପକାର୍ଟରେ ଏହା ୩୬,୩୪୯ ଟଙ୍କାରେ ତାଲିକାରେ ରହିଛି। ଏହା ବ୍ୟତୀତ ୱାନ୍ ପ୍ଲସ୍ ୧୨ଆରରେ ଫ୍ଲିପକାର୍ଟରେ ବ୍ୟାଙ୍କ ଅଫର୍ ମଧ୍ୟ ମିଳୁଛି। ଫ୍ଲିପକାର୍ଟ ଏକ୍ସିସ୍ କ୍ରେଡିଟ୍ କାର୍ଡରେ ପ୍ରାୟ ୧୭୬୮ ଟଙ୍କାର କ୍ୟାସବ୍ୟାକ୍ ଅଫର୍ ମଧ୍ୟ ମିଳୁଛି। ଏସବୁ ମିଶାଇବା ପରେ ପ୍ରାୟ ୫୪୧୮ ଟଙ୍କା ହେଉଛି। ୪୦ ହଜାର ଟଙ୍କା ମୂଲ୍ୟର ଫୋନ୍ ୩୫ ହଜାର ଟଙ୍କାରୁ କମ ଦାମ୍ ରେ କିଣି ପାରିବେ।

ବୁଦ୍ଧ ପୂର୍ଣ୍ଣିମାରେ ଘରକୁ ନେଇ ଆସନ୍ତୁ କଇଁଛ, ଦେଖନ୍ତୁ ଚମତ୍କାର, ଖାଲି ହେବନି ଆଲମିରା, କେମିତି ଚମକିବ ଭାଗ୍ୟ..

- Advertisement -

ୱାନ୍ ପ୍ଲସ୍ ୧୨ଆରରେ ୬.୭୮ ଇଞ୍ଚର AMOLED proXDR ଡିସପ୍ଲେ ଦିଆଯାଇଛି। ଯାହା ଏଲଟିପିଓ୪.୦ ସହ ଆସୁଛି। ଏଥିରେ ୧୨୦ଏଚଜେଡର ରିଫ୍ରେଶ ମିଳୁଛି।
ଏଥିରେ ୨୫୬ଜିବିର ଇଣ୍ଟରନଲ ଷ୍ଟୋରେଜ ଦେଖିବାକୁ ମିଳିଥାଏ।
ଏହି ଫୋନରେ ୫୫୦୦ଏମଏଏଚ ବ୍ୟାଟେରୀ ଦେଉଛି।
ଏହି ଫୋନରେ ଟ୍ରିପଲ ରିୟର କ୍ୟାମେରା ସେଟଅପ୍ ରହିଛି।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories