www.samajalive.in
Friday, December 5, 2025
17.1 C
Bhubaneswar

୩ଟି ବାସ୍ତୁ ଉପାୟ; ଘରେ ଜମା ହେବନି ଟଙ୍କା ଅଭାବ,କି ବାସ୍ତୁ ଦୋଷ..

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ଆର୍ଥିକ ସମସ୍ୟା ଲାଗି ରହିଥିଲେ କିଛି ସରଳ ଉପାୟ ଆପଣାଇ ଏଥିରୁ ମୁକ୍ତି ପାଇପାରିବେ। ବାସ୍ତୁର ଏହି ଉପାୟ ଆପଣାଇ ଟଙ୍କା ଅଭାବକୁ ଦୂର କରିବା ସହ ଘରେ ସୁଖସମୃଦ୍ଧି ପ୍ରବେଶ କରିଥାଏ।
ବାସ୍ତୁ ଅନୁସାରେ ଘରେ ଟଙ୍କା ଅଭାବ ସହ ଧନ ସହ ଜଡିତ ସମସ୍ୟା ଲାଗି ରହୁଥିଲେ, ମନିପ୍ଲାଣ୍ଟଗଛ ନିଶ୍ଚୟ ଲଗାନ୍ତୁ। ଏହା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ।
ମାନ୍ୟତା ଅନୁଯାୟୀ, ଏହି ଗଛକୁ ଘରେ ରଖିବା ଦ୍ୱାରା ଧନ ସହ ଜଡିତ ସମସ୍ୟା ଦୂର ହୋଇଥାଏ।

ଶୁକ୍ରଙ୍କ ରାଶି ପରିବର୍ତ୍ତନ ; ଭାଗ୍ୟଶାଳୀ ହେବେ ଏହି ରାଶି, ହେବନି ପକେଟ୍ ଖାଲି, ମିଳିବ ଚାକିରି..

- Advertisement -

ସେହିପରି ଯେତେ ରୋଜଗାର କଲେ ମଧ୍ୟ ନିଅଣ୍ଟ ହେଉଥିଲେ, ଘରର ଉତ୍ତର ଦିଗ ସହ ଜଡ଼ିତ ଏହି ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ। ଉତ୍ତର ଦିଗକୁ ଭଗବାନ କୁବେରଙ୍କ ଦିଗ ବୋଲି କୁହାଯାଏ। ତେଣୁ ଘରର ଆଲମିରାକୁ ଦକ୍ଷିଣ ଦିଗର କାନ୍ଥ ନିକଟରେ ରଖନ୍ତୁ, ଯେପରି ଏହାର କବାଟ ଉତ୍ତର ଦିଗକୁ ଖୋଲିବ। ବାସ୍ତୁ ଅନୁଯାୟୀ, ଏପରି କରିବା ଦ୍ୱାରା ଭଗବାନ କୁବେରଙ୍କ ସହ ଘରେ ମା’ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ଧନର ଅଭାବ ଦୂର ହୋଇଥାଏ।
ଘରର ମୁଖ୍ୟ ଦରଜା ଆଦୌ ଭଙ୍ଗାତୁଟା ହେବା ଉଚିତ୍ ନୁହେଁ। ଏପରି ହୋଇଥିଲେ ତୁରନ୍ତ ଏହାକୁ ଠିକ୍ କରି ଦିଅନ୍ତୁ। ନଚେତ୍ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ।
ପୂଜା କରିବା ସମୟରେ ମୁଖ୍ୟଦ୍ୱାର ନିକଟରେ ଦୀପ ଧୂପ ନିଶ୍ଚୟ ଅର୍ପଣ କରନ୍ତୁ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories