www.samajalive.in
Tuesday, December 9, 2025
26.1 C
Bhubaneswar

ସୁରକ୍ଷା, ସହାୟତା, ସ୍ୱାସ୍ଥ୍ୟସେବା ଓ ସଂହତିର ଦିନ – ବିଶ୍ୱ ରେଡକ୍ରସ ଦିବସ

ଡେସ୍କ: ସୁରକ୍ଷା, ସହାୟତା, ସ୍ୱାସ୍ଥ୍ୟସେବା, ସାମାଜିକ ସହାୟତା ଓ ସଂହତି ଆବଶ୍ୟକ କରୁଥିବା ଲୋକଙ୍କ ସହ କାମ କରୁଥିବା ଲକ୍ଷ ଲକ୍ଷ କର୍ମଚାରୀ ଓ ସ୍ୱେଚ୍ଛାସେବୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆଜି ବିଶ୍ୱ ରେଡକ୍ରସ ଦିବସ ପାଳନ କରାଯାଉଛି। ଆନ୍ତର୍ଜାତିକ ରେଡକ୍ରସ୍ ଏବଂ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ଆଦର୍ଶ ଏବଂ ମାନବିକ କାର୍ଯ୍ୟକୁ ସମ୍ମାନ ଜଣାଇ ପ୍ରତିବର୍ଷ ମେ’ ୮ ତାରିଖରେ ଏହି ଦିବସ ପାଳନ କରାଯାଏ। ହେନରୀ ଡୁନାଣ୍ଟ ଜଣେ ଅଗ୍ରଣୀ ସ୍ୱିସ୍ ସ୍ୱେଚ୍ଛାସେବୀ ଥିଲେ ଯିଏ ପ୍ରାୟ ୧୬୦ ବର୍ଷ ପୂର୍ବେ ଅନ୍ତର୍ଜାତୀୟ ରେଡ୍ କ୍ରସ୍ ଏବଂ ରେଡ୍ କ୍ରିସେଣ୍ଟ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହି ଆନ୍ଦୋଳନ ହେଉଛି ୮୦ ନିୟୁତ ଲୋକଙ୍କର ଏକ ବିଶ୍ୱସ୍ତରୀୟ ମାନବୀୟ ନେଟୱାର୍କ। ଏହି ନେଟୱାର୍କ ବିପର୍ଯ୍ୟୟ, ସଂଘର୍ଷ ଏବଂ ସ୍ୱାସ୍ଥ୍ୟ ଏବଂ ସାମାଜିକ ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକଙ୍କୁ ସାହାଯ୍ୟ କରେ।

ଭାରତକୁ ଆସିଲା ଗୁଗଲ ଓ୍ବାଲେଟ୍ ଆପ୍, ଅନେକ କାମକୁ କରିବ ସରଳ

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories