୨ ସହରର ତାପମାତ୍ରା ୪୨ ଡିଗ୍ରୀ ଟପିଲା;୧୭ ଦିନ ପରେ ୪୦ ତଳେ ରାଜଧାନୀ..
ଭୁବନେଶ୍ୱର : ରାଜ୍ୟରେ ଗୁରୁବାର ସାଢେ ୨ଟା ସୁଦ୍ଧା ୪୨ ଡିଗ୍ରୀ ଟପିଲା ୨ ସହରର ତାପମାତ୍ରା। ୪୨.୬ ଡିଗ୍ରୀ ସହ ଝାରସୁଗୁଡା ସର୍ବାଧିକ ଉତ୍ତପ୍ତ ସହର। ସମ୍ବଲପୁର ୪୨.୩, କେନ୍ଦୁଝର ୪୨, ହୀରାକୁଦ ୪୧.୮, ରାଉରକେଲା ୪୧.୮, ବାଲେଶ୍ୱର ଓ ଚାନ୍ଦବାଲି ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି। ଦୀର୍ଘ ୧୭ ଦିନ ପରେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସିଲା। ୧୫ ଏପ୍ରିଲରୁ ୧ ମେ’ ପରେ ୪୦ଡିଗ୍ରୀ ତଳକୁ ଖସିଛି। ଗୁରୁବାର ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୯ ଡିଗ୍ରୀ ରେକର୍ଡ କରାଯାଇଛି।
ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ଝାରସୁଗୁଡା: ୪୨.୬°C
ସମ୍ବଲପୁର: ୪୨.୩°C
କେନ୍ଦୁଝର: ୪୨°C
ହୀରାକୁଦ: ୪୧.୮°C
ରାଉରକେଲା: ୪୧.୮°C
ବାଲେଶ୍ୱର: ୪୧.୨°C
ଚାନ୍ଦବାଲି: ୪୧.୨°C
ପୁରୀ: ୩୩.୬ °C
ପାରାଦୀପ: ୩୩.୫°C
ଗୋପାଳପୁର: ୩୨.୮°C— Meteorological Centre, Bhubaneswar (@mcbbsr) May 2, 2024
ଆଜି ଦୀର୍ଘ 17ଦିନର ଅବଧି ପରେ #15ଅପ୍ରେଲ ରୁ #1ମଇ ପରେ ରାଜଧାନୀରେ 40°C ତଳକୁ ଖସିଛି ତାପମାତ୍ରା, ଏବଂ ଆଜି 18ତମ ଦିନରେ 39°C ରେକର୍ଡ କରାଯାଇଛି pic.twitter.com/QexN72nvAR
— Meteorological Centre, Bhubaneswar (@mcbbsr) May 2, 2024
ମଙ୍ଗଳ-ରାହୁ ଏକାଠି ; କିଛି ଦିନରେ ଏହି ରାଶିଙ୍କ ଉପରେ ହେବ ଧନବର୍ଷା, ସୁନାଭଳି ଚମକିବ ଭାଗ୍ୟ..
Comments are closed.